ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ହତ୍ୟାକାରୀ

ଟୋକିଓ,୯।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ନାରା ସହରରେ ଗୁଳି କରି ହତ୍ୟା କରିଥିବା ନୌସେନାର ପୂର୍ବତନ ସଦସ୍ୟ ୟାମାଗାମି ତେତ୍‌ସୁୟା ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ସେ ତାଙ୍କୁ ହତ୍ୟା କରିଥିବା ଜାପାନ ପୋଲିସ ଜାଣିବାକୁ ପାଇଛି।

Share