Posted inଫୁରସତ

୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ

ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ ପିଲାଙ୍କ ସେବା ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ କିଣ୍ଡରଗାର୍ଟେନ୍‌ ସ୍କୁଲଗୁଡ଼ିକରେ ତାଲା ଝୁଲିଲାଣି। ବର୍ଷକ ମଧ୍ୟରେ ୧୪,୮୦୮ କିଣ୍ଡରଗାର୍ଟେନ ସ୍କୁଲକୁ ବନ୍ଦ କରି ଦିଆଯାଇଥିବା ଚାଇନା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
ଅନୁଯାୟୀ, କେବଳ ୨୦୨୩ରେ ଚାଇନାର ୧୪,୮୦୮ କିଣ୍ଡରଗାର୍ଟେନ ସ୍କୁଲ୍‌ ବନ୍ଦ ହୋଇଥିଲା। ଏବେ ଚାଇନାରେ ଖୋଲାଥିବା ଏଭଳି ସ୍କୁଲ ସଂଖ୍ୟା ୨,୭୪,୪୦୦କୁ ଖସିଯାଇଛି। ଚାଇନାରେ ଜନ୍ମହାର ହ୍ରାସ ମଧ୍ୟରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ କିଣ୍ଡରଗାର୍ଟେନ ସ୍କୁଲ ସଂଖ୍ୟା କମିଥିବା ନେଇ ଉକ୍ତ ରିପୋର୍ଟରେ କୁହାଯାଇଛି। ହଂକଂସ୍ଥିତ ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୩ ବର୍ଷ ଧରି ଚାଇନାର କିଣ୍ଡରଗାର୍ଟେନ ସ୍କୁଲଗୁଡ଼ିକରେ ନାମଲେଖା ହାର କମିବାରେ ଲାଗିଛି। ଗତବର୍ଷ ୪୦୯ ଲକ୍ଷ ପିଲା ନାମ ଲେଖାଇଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୧.୫୫% ହ୍ରାସ ପାଇ ୩୫୫.୫ ଲକ୍ଷରେ ପହଞ୍ଚତ୍ଛି। ଗତବର୍ଷ ଚାଇନାରେ କେବଳ ୯୦ ଲକ୍ଷ ଶିଶୁ ଜନ୍ମ ନେଇଥିଲେ, ଯାହା ୧୯୪୯ ପରଠୁ ସର୍ବନିମ୍ନ।


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri