କିଟ୍‌ ପୁରୁଷ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର, ୨୬।୧୧ (କ୍ରୀଡ଼ା ପ୍ରତିନିଧି): ବାରିପଦାରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କବାଡ଼ି ଟୁର୍ନାମେଣ୍ଟରେ କିଟ୍‌ ପୁରୁଷ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର କିଟ୍‌ ଦଳ ମଧ୍ୟପ୍ରଦେଶର ମହାତ୍ମା ଗାନ୍ଧୀ ଚିତ୍ରକୁଟ ଗ୍ରାମୋଦ୍ୱୟ ବିଶ୍ୱବିଦ୍ୟାଳୟକୁ ୪୮-୧୪ ଏବଂ ସର୍ଗୁଜର ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟକୁ ୪୧-୩୮ରେ ପରାସ୍ତ କରିଛି।

Share