Posted inଫୁରସତ

ଇଂରାଜୀରେ ଏମିତି ଏକ ଶବ୍ଦ, ଯାହାକୁ ପଢ଼ିବାକୁ ଲାଗେ ସାଢ଼େ ୩ ଘଣ୍ଟା

ଇଂରାଜୀ ଶବ୍ଦର ସଠିକ୍‌ ଉଚ୍ଚାରଣ କରିବା କାଠିକର ପାଠ। ଏମିତି କିଛି ଇଂରାଜୀ ଶବ୍ଦ ଅଛି, ଯାହାକୁ କହିବା ପାଇଁ ଜିଭର ଶକ୍ତି ଦରକାର ପଡ଼େ। ଉଦାହରଣ ସ୍ବରୂପ ଚେକୋସ୍ଲୋଭାକିଆ। ଏହାର ଇଂରାଜୀ ଶବ୍ଦ (Czechoslovakia)
ଯାହାକୁ ପଢ଼ିବା ପାଇଁ କଷ୍ଟ ହୋଇଥାଏ। ସେମିତି ଇଂରାଜୀରେ ଏମିତି ଆଉ ଏକ ଶବ୍ଦ ଅଛି ଯାହାକୁ ପଢ଼ିବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ। ଏହା ଜାଣି ଆପଣ ଭାବୁଥିବେ ଏମିତି କେଉଁ ଶବ୍ଦ ଅଛି ଯେ, ଏତେ ସମୟ ଲାଗିବ। ଆଜ୍ଞା ହଁ ଏପରି ଶବ୍ଦଟିଏ ଅଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ଜାଣି ଆଶ୍ଚର୍ଯ୍ୟ ହେବେ ଇଂରାଜୀର ସବୁଠୁ ଲମ୍ବା ଶବ୍ଦ ହେଉଛି ୧,୮୯,୮୧୯ ଅକ୍ଷର। ଏହାକୁ ଯଦି ସଠିକ୍‌ ଉଚ୍ଚାରଣ କରିବେ ତେବେ ଆପଣଙ୍କୁ ସାଢ଼େ ତିନି ଘଣ୍ଟା ସମୟ ଲାଗିବ। ଏହି ଶବ୍ଦ ମଣିଷ ଶରୀରରେ ମିଳୁଥିବା ଟିଟିନ୍‌ ନାମକ ଏକ ପ୍ରୋଟିନ୍‌ର ରାସାୟନିକ ନାମ। ବୈଜ୍ଞାନିକଙ୍କ ମତରେ, ମଣିଷ ଶରୀର ୨୦ ଲକ୍ଷରୁ ଅଧିକ ପ୍ରୋଟିନ୍‌ ଆମିନୋ ଏସିଡ୍‌ ରହିଛି।

୧୯୫୪ରେ ରେଗି ନାଟୋରିଙ୍କ ଦ୍ୱାରା ଟିଟିନ ଆବିଷ୍କୃତ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୭୭ରେ କସାକ ମାରୁୟାମା ଏବଂ ତାଙ୍କ ସହକର୍ମୀମାନେ ଅଧିକ ଅନୁସନ୍ଧାନ କରିଥିଲେ ଏବଂ ଏହି ପ୍ରୋଟିନ୍‌ ନାମ କୋନେକ୍ଟିନ ରଖିଥିଲେ। ଦୁଇ ବର୍ଷ ପରେ କୁଆନ ଓ୍ବାଙ୍ଗ ଏବଂ ତାଙ୍କ ସହକର୍ମୀମାନେ ମଧ୍ୟ ପ୍ରୋଟିନ ଅଧ୍ୟୟନ କରି ଏହାର ନାମ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri