Posted inଫୁରସତ

ଇଂରାଜୀରେ ଏମିତି ଏକ ଶବ୍ଦ, ଯାହାକୁ ପଢ଼ିବାକୁ ଲାଗେ ସାଢ଼େ ୩ ଘଣ୍ଟା

ଇଂରାଜୀ ଶବ୍ଦର ସଠିକ୍‌ ଉଚ୍ଚାରଣ କରିବା କାଠିକର ପାଠ। ଏମିତି କିଛି ଇଂରାଜୀ ଶବ୍ଦ ଅଛି, ଯାହାକୁ କହିବା ପାଇଁ ଜିଭର ଶକ୍ତି ଦରକାର ପଡ଼େ। ଉଦାହରଣ ସ୍ବରୂପ ଚେକୋସ୍ଲୋଭାକିଆ। ଏହାର ଇଂରାଜୀ ଶବ୍ଦ (Czechoslovakia)
ଯାହାକୁ ପଢ଼ିବା ପାଇଁ କଷ୍ଟ ହୋଇଥାଏ। ସେମିତି ଇଂରାଜୀରେ ଏମିତି ଆଉ ଏକ ଶବ୍ଦ ଅଛି ଯାହାକୁ ପଢ଼ିବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ। ଏହା ଜାଣି ଆପଣ ଭାବୁଥିବେ ଏମିତି କେଉଁ ଶବ୍ଦ ଅଛି ଯେ, ଏତେ ସମୟ ଲାଗିବ। ଆଜ୍ଞା ହଁ ଏପରି ଶବ୍ଦଟିଏ ଅଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ଜାଣି ଆଶ୍ଚର୍ଯ୍ୟ ହେବେ ଇଂରାଜୀର ସବୁଠୁ ଲମ୍ବା ଶବ୍ଦ ହେଉଛି ୧,୮୯,୮୧୯ ଅକ୍ଷର। ଏହାକୁ ଯଦି ସଠିକ୍‌ ଉଚ୍ଚାରଣ କରିବେ ତେବେ ଆପଣଙ୍କୁ ସାଢ଼େ ତିନି ଘଣ୍ଟା ସମୟ ଲାଗିବ। ଏହି ଶବ୍ଦ ମଣିଷ ଶରୀରରେ ମିଳୁଥିବା ଟିଟିନ୍‌ ନାମକ ଏକ ପ୍ରୋଟିନ୍‌ର ରାସାୟନିକ ନାମ। ବୈଜ୍ଞାନିକଙ୍କ ମତରେ, ମଣିଷ ଶରୀର ୨୦ ଲକ୍ଷରୁ ଅଧିକ ପ୍ରୋଟିନ୍‌ ଆମିନୋ ଏସିଡ୍‌ ରହିଛି।

୧୯୫୪ରେ ରେଗି ନାଟୋରିଙ୍କ ଦ୍ୱାରା ଟିଟିନ ଆବିଷ୍କୃତ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୭୭ରେ କସାକ ମାରୁୟାମା ଏବଂ ତାଙ୍କ ସହକର୍ମୀମାନେ ଅଧିକ ଅନୁସନ୍ଧାନ କରିଥିଲେ ଏବଂ ଏହି ପ୍ରୋଟିନ୍‌ ନାମ କୋନେକ୍ଟିନ ରଖିଥିଲେ। ଦୁଇ ବର୍ଷ ପରେ କୁଆନ ଓ୍ବାଙ୍ଗ ଏବଂ ତାଙ୍କ ସହକର୍ମୀମାନେ ମଧ୍ୟ ପ୍ରୋଟିନ ଅଧ୍ୟୟନ କରି ଏହାର ନାମ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଅଫିସରେ କଫି ମେସିନରୁ ପିଉଛନ୍ତି କି କଫି? ସାବଧାନ ହୋଇପାରେ ମାରାତ୍ମକ ରୋଗ

ଆମ ମଧ୍ୟରୁ ଅଧିକାଂଶ ଲୋକ ଅଫିସ କଫି ମେସିନ ସହିତ ନିଜର ଦିନ ଆରମ୍ଭ କରନ୍ତି। ସକାଳର ବୈଠକ ପୂର୍ବରୁ ହେଉ କିମ୍ବା ଅପରାହ୍ନରେ, ଅଧିକାଂଶ...

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୨।୪: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲାର ଛାତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ଆଣ୍ଡ ଡିସ୍ଟ୍ରୋଞ୍ଜ ଅପରେଶନ...

ଦଣ୍ଡନାଚ ଚାଲିଥିବାବେଳେ ଟ୍ରାନ୍ସଜେଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ...

ଲଗାତର ୫ ମ୍ୟାଚ୍‌ ହାରି ବି ପ୍ଲେ-ଅଫ୍‌ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ

ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image