ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ କେତେ କୋଟି ଦେଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୪।୦୭: ମନ୍ତ୍ରଣାଳୟ ଅନୁଯାୟୀ ବ୍ୟୟବରାଦ (କୋଟିରେ)
୧ ଅର୍ଥ ମନ୍ତ୍ରଣାଳୟ ୧୮,୫୮,୧୫୮.୫୨
୨ ପ୍ରତିରକ୍ଷା ମନ୍ତ୍ରଣାଳୟ ୬,୨୧,୯୪୦.୮୫
୩ ସଡ଼କ ପରିବହନ ଓ ରାଜପଥ ୨,୭୮,୦୦୦.୦୦
୪ ରେଳ ମନ୍ତ୍ରଣାଳୟ ୨,୫୫,୩୯୩.୦୦
୫ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ୨,୨୩,୩୨୩.୩୬
୬ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨,୧୯,୬୪୩.୩୧
୭ ଗ୍ରାମୀଣ ବିକାଶ ୧,୮୦,୨୩୩.୪୩
୮ ରସାୟନ ଓ ସାର ୧,୬୮,୪୯୯.୮୭
୯ ଯୋଗାଯୋଗ ମନ୍ତ୍ରଣାଳୟ ୧,୩୭,୨୯୩.୯୦
୧୦ କୃଷି ମନ୍ତ୍ରଣାଳୟ ୧,୩୨,୪୬୯.୮୬
୧୧ ଶିକ୍ଷା ମନ୍ତ୍ରଣାଳୟ ୧,୨୦,୬୨୭.୮୭
୧୨ ଜଳଶକ୍ତି ମନ୍ତ୍ରଣାଳୟ ୯୮,୭୧୩.୭୮
୧୩ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୯୦,୯୫୮.୬୩
୧୪ ଗୃହ ଓ ନଗର ଉନ୍ନୟନ ୮୨,୫୭୬.୫୭
୧୫ ମହିଳା ଓ ଶିଶୁ ବିକାଶ ୨୬,୦୯୨.୧୯
୧୬ ଆଣବିକ ଶକ୍ତି ବିଭାଗ ୨୪,୯୬୮.୯୮
୧୭ ଶ୍ରମ ଓ ନିୟୋଜନ ୨୨,୫୩୧.୪୭
୧୮ ବହିର୍ବ୍ୟାପାର ମନ୍ତ୍ରଣାଳୟ ୨୨,୧୫୪.୬୭
୧୯ ଏମ୍‌ଏସ୍‌ଏମ୍‌ଇ ୨୨,୧୩୭.୯୫
୨୦ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ୨୧,୯୩୬.୯୦
୨୧ ଶକ୍ତି ମନ୍ତ୍ରଣାଳୟ ୨୦,୫୦୨.୦୦
୨୨ ନବୀନ ଓ ନବୀକରଣୀୟ ଶକ୍ତି ୧୯,୧୦୦.୦୦
୨୩ ବିଜ୍ଞାନ ଓ ପ୍ରଯୁକ୍ତି ୧୬,୬୨୮.୧୨
୨୪ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ୧୫,୯୩୦.୨୬
୨୫ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ୧୪,୨୨୫.୪୭
୨୬ ମହାକାଶ ବିଭାଗ ୧୩,୦୪୨.୭୫
୨୭ ଆଦିବାସୀ ବ୍ୟାପାର ୧୩,୦୦୦.୦୦
୨୮ ବାଣିଜ୍ୟ ଓ ଶିଳ୍ପ ୧୧,୪୬୯.୧୪
୨୯ ଭାରି ଶିଳ୍ପ ମନ୍ତ୍ରଣାଳୟ ୭,୨୪୨.୦୦
୩୦ ମତ୍ସ୍ୟଚାଷ, ପଶୁ ସମ୍ପଦ ଓ ଗୋପାଳନ ୭,୧୩୭.୬୮
୩୧ ଆଇନ ଓ ନ୍ୟାୟ ୬,୭୮୮.୩୩
୩୨ ଉତ୍ତରପୂର୍ବାଞ୍ଚଳ ବିକାଶ ୫,୯୦୦.୦୦
୩୩ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପ୍ରଣୟନ ୫,୪୫୩.୮୩
୩୪ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ୪,୫୨୦.୦୦
୩୫ ବୟନଶିଳ୍ପ ୪,୪୧୭.୦୩
୩୬ ସୂଚନା ଓ ପ୍ରସାରଣ ୪,୩୪୨.୫୫
୩୭ ଆୟୁଷ ମନ୍ତ୍ରଣାଳୟ ୩,୭୧୨.୪୯
୩୮ ଯୁବ ବ୍ୟାପାର ଓ କ୍ରୀଡ଼ା ୩,୪୪୨.୩୨
୩୯ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ୩,୩୩୦.୩୭
୪୦ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ୩,୨୯୦.୦୦
୪୧ ସଂସ୍କୃତି ମନ୍ତ୍ରଣାଳୟ ୩,୨୬୦.୯୩
୪୨ ସଂଖ୍ୟାଲଘୁ ବ୍ୟାପାର ୩,୧୮୩.୨୪
୪୩ ଭୂବିଜ୍ଞାନ ମନ୍ତ୍ରଣାଳୟ ୩,୦୬୪.୮୦
୪୪ କର୍ପୋରେଟ୍‌ ବ୍ୟାପାର ୨,୬୬୭.୦୬
୪୫ ପର୍ଯ୍ୟଟନ ୨,୪୭୯.୬୨
୪୬ କାର୍ମିକ, ଜନ ଅଭିଯୋଗ ଓ ପେନ୍‌ସନ ୨,୩୭୯.୮୭
୪୭ ବନ୍ଦର, ନୌପରିବହନ ଓ ଜଳମାର୍ଗ ୨,୩୭୭.୪୯
୪୮ ବେସାମରିକ ବିମାନ ଚଳାଚଳ ୨,୩୫୭.୧୪
୪୯ ଖଣି ମନ୍ତ୍ରଣାଳୟ ୧,୯୪୧.୦୬
୫୦ ରାଷ୍ଟ୍ରପତି, ସଂସଦ, ୟୁପିଏସ୍‌ସି ଏବଂ ଉପରାଷ୍ଟ୍ରପତି ସଚିବାଳୟ ୧,୮୮୪.୯୨
୫୧ ପଞ୍ଚାୟତିରାଜ ୧,୧୮୩.୬୪
୫୨ କୋପରେଶନ ମନ୍ତ୍ରଣାଳୟ ୧,୧୮୩.୩୯
୫୩ ଯୋଜନା ମନ୍ତ୍ରଣାଳୟ ୮୩୭.୨୬
୫୪ ଇସ୍ପାତ ମନ୍ତ୍ରଣାଳୟ ୩୨୫.୬୬
୫୫ କୋଇଲା ମନ୍ତ୍ରଣାଳୟ ୧୯୨.୫୫
୫୬ ସଂସଦୀୟ ବ୍ୟାପାର ୬୪.୦୦
ମୋଟ: ୪୮,୨୦,୫୧୨.୦୮


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri