କମଲ ହାସନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର କମଲ ହାସନ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏକାଧାରାରେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍‌, ଗାୟକ ତଥା ରାଜନେତା କମଲ ହାସନ ଅନେକ ସଫଳତା ହାସଲ କରିଛନ୍ତି। ସେ ଭାରତୀୟ ସିନେମାର ଅନ୍ୟତମ ପ୍ରସିଦ୍ଧ ଚେହେରା ଏବଂ ଅନେକ ଆଇକନ ଚଳଚ୍ଚିତ୍ରରେ ଭୂମିକାରେ ଅଭିନୟ କରିଛନ୍ତି। ୨୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ ଭୂମିକା ସହିତ ହାସନ ୨୦୧୯ରେ ଇଣ୍ଡଷ୍ଟ୍ରିରେ ୬୦ ବର୍ଷ ପୂରଣ କରିଥିଲେ।
ଥରେ କମଲ ହାସନ ଗୋଟିଏ ସିନେମାରେ ୧୦ଟି ଚରିତ୍ରରେ ଅଭିନୟ କରିଥିଲେ, ଯାହା ଏକ ରେକର୍ଡ। ଜଣେ ଅଭିନେତା ତଥା ନିର୍ମାତା ଭାବରେ ତାଙ୍କର ସଫଳ କ୍ୟାରିୟରର ରହିଛି। ୨୦୨୩ରେ କମଲ ହାସନଙ୍କ ସମ୍ପତ୍ତି ୫୦ ମିଲିୟନ ଡଲାରରେ ପହଞ୍ଚିଛି।

Share