‘ବଜରଙ୍ଗୀ ଭାଇଜାନ’ ପାଇଁ ହର୍ଷାଲୀ ନେଇଥିଲେ ଏତିକି ଟଙ୍କା

ବଲିଉଡ୍‌ରେ କାମ କରୁଥିବା ଶିଶୁ କଳାକାରଙ୍କ ଆୟ ବଡ଼ କଳାକାରଙ୍କଠାରୁ କିଛି କମ୍‌ ନୁହେଁ। ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ସଲମାନ ଖାନ୍‌ଙ୍କ ସହ ଅଭିନୟ କରିଥିବା ଶିଶୁ କଳାକାର ହର୍ଷାଲୀ ମଲହୋତ୍ରା ଏହି ଫିଲ୍ମ ପାଇଁ ପ୍ରାୟ ୨-୩ ଲକ୍ଷ ଟଙ୍କା ନେଇଥିଲେ। ହର୍ଷାଲୀଙ୍କ ମ୍ୟାନେଜର ହେଉଛନ୍ତି ତାଙ୍କ ମା’। ମା’ ତାଙ୍କର ସମସ୍ତ କଥା ବୁଝୁଥିଲେ। ଏହି ସମୟରେ ହର୍ଷାଲୀଙ୍କ ବୟସ ମାତ୍ର ୭ ଥିଲା। ପ୍ରଥମ ଫିଲ୍ମରେ ହିଁ ହର୍ଷାଲୀଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିଲା।

Share