Categories: ଜାତୀୟ

ରାହୁଲଙ୍କୁ ତାଗିଦ କଲେ ବାଚସ୍ପତି, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୨।୭: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବାଚସ୍ପତି ଓମ୍‌ ବିର୍ଲା ତାଗିଦ କରିଛନ୍ତି। ଲୋକ ସଭାରେ ବିରୋଧୀଙ୍କୁ ଗୃହର ମଧ୍ୟଭାଗକୁ ଆସିବାକୁ ଉସୁକାଇବା ନେଇ ରାହୁଲଙ୍କୁ ତାଗିଦ କରିବା ସହ ଏହା ବିରୋଧୀ ଦଳ ନେତାଙ୍କ ମର୍ଯ୍ୟାଦାକୁ ଶୋଭା ଦେଉନି ବୋଲି ବାଚସ୍ପତି କହିଛନ୍ତି।

ଅନ୍ୟପଟେ, ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି। ଏଥିସହ ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଦେଖିବାକୁ ମିଳିଛି।

 

Share