କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି। ତେବେ କ୍ରିସ୍‌ମସ୍‌ ଅବସରରେ କେଉଁ ଗିଫ୍ଟ ଦେବା ଶୁଭ, ଜାଣନ୍ତୁ ସେ ସମ୍ପର୍କରେ…

* ନିଜ ପ୍ରିୟଜନଙ୍କୁ ଇନ୍‌ଡୋର କିମ୍ବା ଆଉଟ୍‌ଡୋର୍‌ ପ୍ଲାଣ୍ଟ ଗିଫ୍ଟ ଆକାରରେ ଦେଇ କ୍ରିସ୍‌ମସ୍‌ର ଶୁଭକାମନା ଦେଇପାରିବେ।
* ଏହି ଅବସରରେ ଘରକୁ ସଜାଇବା ପାଇଁ ପ୍ରିଣ୍ଟେଡ୍‌ କୁସନ୍‌ କଭରକୁ ବି ଗିଫ୍ଟ ଆକାରରେ ଦେଇପାରିବେ।
* ପ୍ରିଣ୍ଟେଡ୍‌ କଫି ମଗ୍‌ ମଧ୍ୟ ଚୟନ କରିପାରିବେ।
* ଟ୍ରାନ୍ସପରେଣ୍ଟ କଫି ମଗ୍‌କୁ ବି ଗିଫ୍ଟରେ ଦେଇପାରିବେ।
* ଯାହାଙ୍କୁ ଗିଫ୍ଟ ଦେଉଛନ୍ତି ତାଙ୍କର ଏକ ଫଟୋ ଲଗାଯାଇଥିବା ଉଡେନ୍‌ ଟେବୁଲ ଫଟୋଫ୍ରେମ୍‌ ବି ଦେଇପାରିବେ।
* ଗିଫ୍ଟ ବଲ୍‌ବ ଜାର୍‌କୁ ବି ଏକ ବେଷ୍ଟ କ୍ରିସ୍‌ମସ୍‌ ଗିଫ୍ଟ ଭାବେ ନିଆଯାଇପାରେ।
* ଚକୋଲେଟ୍‌ ବକ୍ସ କ୍ରିସ୍‌ମସ୍‌ ଅବସରରେ ଗିଫ୍ଟ ଦେବା ପାଇଁ ବେଷ୍ଟ ହୋଇଥାଏ।
* ଟେଡି ବିୟର୍‌ ବି ଗିଫ୍ଟ ପାଇଁ ଅନ୍ୟତମ ବିକଳ୍ପ ହୋଇପାରେ।
* କିଛି ଯଦି ପାଉନାହାନ୍ତି, ତା’ହେଲେ ତାଜା ଫୁଲରୁ କିଛି ଦେଇ ନିଜର ପ୍ରିୟଜନକୁ କ୍ରିସ୍‌ମସ୍‌ର ଶୁଭେଚ୍ଛା ଜଣାଇ
ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍‌: ସ୍ବାସ୍ଥ୍ୟ ବିଶେଷଜ୍ଞ

ଡାଇବେଟିସ୍‌ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି...

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ...

କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ, ସପ୍ତାହକ ମଧ୍ୟରେ…

ଆଜିକାଲି ଅଧିକାଂଶ ଲୋକ କେଶ ଝଡ଼ିବା ସମସ୍ୟାରେ ପୀଡ଼ିତ। ଏଥିପାଇଁ ଅନେକ କାରଣ ଦାୟୀ ହୋଇପାରେ। ତଥାପି ବିଶେଷଜ୍ଞମାନେ ସ୍ବାସ୍ଥ୍ୟକର ଖାଦ୍ୟପେୟ, ସ୍ବାସ୍ଥ୍ୟକର ଜୀବନଶୈଳୀ, ବ୍ୟସ୍ତବହୁଳ...

ବାସି ମୁହଁରେ ପାଣି ପିଇଲେ ମିଳିଥାଏ ଏହି ୪ ବଡ଼ ଲାଭ, ପ୍ରଭାବ ଜାଣିଲେ…

ସକାଳର ଏମିତି କିଛି ଅଭ୍ୟାସ, ଅନେକ ଦିଗରେ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ଯଦି ଖାଦ୍ୟ ଠିକ୍‌ ଥାଏ, ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ; କିନ୍ତୁ ଯଦି ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ୫ ଚଟଣି, ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ

ଆମ ଭାରତୀୟ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ...

ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …

କିଛି ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image