Categories: ଫୁରସତ

ଜାଣନ୍ତି କାହିଁକି ନିଜ ମଳ ଖାଆନ୍ତି ଠେକୁଆ

ଠେକୁଆ ଶାକାହାରୀ ପ୍ରାଣୀ। ଯାହା କେବଳ ସବୁଜ ପନିପରିବା କିମ୍ବା ଘାସ ଖାଇ ବଞ୍ଚନ୍ତି। ଏମାନଙ୍କ ଶରୀର ପାଇଁ ଫାଇବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠେକୁଆଙ୍କର ହଜମ ପ୍ରକ୍ରିୟା ରାତିରେ ଅଧିକ କାମ କରିଥାଏ।

ଠେକୁଆ ଏମିତି ଏକ ଜୀବ ଯିଏ ନିଜ ମଳ ନିଜେ ଖାଇଥାଏ। କାରଣ ଏମାନଙ୍କ ପାଚନ ତନ୍ତ୍ର ଭଲ ଭାବେ ବିକଶିତ ହୋଇ ନ ଥାଏ। ଠେକୁଆ ଅଧିକାଂଶ ସମୟ ଘାସ ଖାଉଥିବାରୁ ଶରୀରରୁ ଅନେକ ଜରୁରୀ ପୋଷକ ତତ୍ତ୍ୱ ହଜମ ହୋଇ ନ ଥାଏ। ଏପରି ପରିସ୍ଥିତିରେ ଠେକୁଆମାନେ ମଳ ଖାଆନ୍ତି ଏବଂ ଅଧିକରୁ ଅଧିକ ପୋଷକ ତତ୍ତ୍ୱ ହଜମ କରନ୍ତି।

 

Share