Categories: ଖେଳ

ଟସ୍‌ ଜିତିଲା ପଞ୍ଜାବ କିଙ୍ଗ୍ସ, ବ୍ୟାଟିଂ କରିବ…

କୋଲକାତା,୮।୫: ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ମ୍ୟାଚରେ
ପଞ୍ଜାବ କିଙ୍ଗ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ ବୋଲିଂ କରିବ।

Share