Categories: ଖେଳ

ଆଜି ଇଡେନ ଗାର୍ଡେନ୍ସରେ ମୁହଁମୁହିଁ ହେବେ ନାଇଟ୍‌ ରାଇଡର୍ସ-ସନ୍‌ରାଇଜର୍ସ

କୋଲକାତା,୧୪।୪: ଆଇପିଏଲ ସିରିଜ ୧୬ର ୧୯ତମ ମ୍ୟାଚରେ ଶୁକ୍ରବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) କୋଲକାତାର ଇଡେନ ଗାର୍ଡେନ୍ସରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ।

କେକେଆର୍‌: ଜେସନ ରୟ, ଏନ ଜଗଦିସନ, ଭେଙ୍କଟେଶ ଆୟର, ନୀତୀଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ଶାର୍ଦ୍ଦୁଲ ଠାକୁର, ସୁନୀଲ ନାରିନ, ଲୋକି ଫର୍ଗୁସନ, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।

ଏସ୍‌ଆର୍‌ଏଚ୍‌: ମୟଙ୍କ ଅଗ୍ରୱାଲ, ହ୍ୟାରି ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ, ହେନ୍ରିଚ କ୍ଲାସେନ, ଅବଦୁଲ ସମାଦ, ୱାଶିଂଟନ ସୁନ୍ଦର, ମୟଙ୍କ ମାର୍କଣ୍ଡେ, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ।

Share