Advertisement
Categories: ଫୁରସତ

ଆଖି ପିଛୁଳାକେ ଛେଳିକୁ ଜିଅନ୍ତା ଗିଳିଲା ବିଶାଳକାୟ ଗୋଧି, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ…

ପ୍ରତ୍ୟେହ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ ହୁଏନା। ଏବେ ସେଭଳି ଏକ ଭିଡିଓରେ ଏକ ଛେଳି ଛୁଆକୁ ବିଶାଳକାୟ ଗୋଧି(କୋମୋଡୋ ଡ୍ରାଗନ୍‌) କିଭଳି କେଇ ସେକେଣ୍ଡରେ ଜିଅନ୍ତା ଗିଳି ଦେଉଛି ତାହା ଦେଖାଯାଉଛି। ଏଯାବତ ଭିଡିଓଟିକୁ ହଜାର ହଜାର ଲୋକ ଦେଖି ସାରିଥିବା ବେଳେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଭିଡିଓରେ ଦେଖାଯାଉଛି, ଜଙ୍ଗଲର ସବୁଠାରୁ ଭୟଙ୍କର ଶିକାରୀଙ୍କ ମଧ୍ୟରେ ସାମିଲ କୋମୋଡୋ ଡ୍ରାଗନ୍‌ର ନଜର ଏକ ପାଳିତ ଛେଳି ଛୁଆ ଉପରେ ପଡ଼ିଥିଲା। ସେ ତା ପାଖକୁ ଯାଇ ହଠାତ ଆକ୍ରମଣ କରିଥିଲା। ଏହାପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ।

ଆପଣ ବି ଦେଖନ୍ତୁ:

Share