ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା ସୁଦ୍ଧା ରେଳ ଚଳାଚଳ ସ୍ବାଭାବିକ ହୋଇପାରେ। ୱାଗନ ଡୋର ହିଁ ଦୁର୍ଘଟଣାର କାରଣ ହୋଇଥାଇ ପରେ ବୋଲି ପୁର୍ବ ତଟ ରେଳପଥର ଜେନେରାଲ ମ୍ୟାନେଜର ଆର୍ଏମ ସୁନଙ୍କର ସୂଚନା ଦେଇଛନ୍ତି ।