Categories: ଖେଳ

ଛାତିରେ ମା-ବାପାଙ୍କ ନାମ ଲେଖିଛନ୍ତି ଏହି ଭାରତୀୟ ଖେଳାଳି

ଭାରତ-ଅଷ୍ଟ୍ରେଲିଅାକୁ ହରାଇ ଐତିହାସକ ବିଜୟ ହାସଲ କରିଛି ଭାରତର ଏହି ବିଜୟ ସବୁଠାରୁ ସ୍ବତନ୍ତ୍ର, କାରଣ ଉକ୍ତ ସମୟରେ ଭାରତୀୟ ଦଳର ଜଣଙ୍କ ପରେ ଜଣେ ଖେଳାଳି ଅାହତ ହେଇଥିଲେ ଏହି ସମୟରେ ବିରାଟ କୋହଲି ମଧ୍ୟ ନ ଥିଲେ ତେଣୁ ବିଜୟର ଅାଶା ସମସ୍ତେ ହରାଇ ବସିଥିଲେ ଏହା ସତ୍ତ୍ୱେ ମଧ୍ୟ ଭାରତ ଅଷ୍ଟ୍ରେଲିଅାକୁ ହରାଇ ଟ୍ରଫି ନିଜ ନାମରେ କରିଥିଲା ଏବେ ଫେବୃଅାରୀ ୫ରେ ଭାରତ ଏହି ସିରିଜ୍ରେ ଇଂଲଣ୍ଡକୁ ଭେଟିବାକୁ ଯାଉଛି ୨ଟି ମ୍ୟାଚ୍ ପାଇଁ ଦଳକୁ ଚୟନ କରାଯାଇଛି ଏଥିରେ କେ ଏସ୍ ଭରତ ସ୍ଥାନ ପାଇନ୍ତେି ଅାନ୍ଧ୍ରପ୍ରଦେଶର ଏହି ଖେଳାଳିଙ୍କର ବହୁତ ଚର୍ଚ୍ଚା ହେଉଛି
ଭରତ ଅଷ୍ଟ୍ରଲିଅାରେ ରୁହନ୍ତି ତାଙ୍କର ପୂରା ନାମ ହେଉଛି ଶ୍ରୀଖର ଭରତ ଭରତଙ୍କ ବାପା ଶ୍ରୀନିବାସ ରାଓ ସେ ନୌସେନାରେ ଏକ ଡାକୟାର୍ଡ କର୍ମଚାରୀ ହୋଇଥିବା ବେଳେ ମା ଜଣେ ଗୃହିଣୀ ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ତାଙ୍କର ନାମ ମନୋଗନା ଲୋକେଶ ଭରତ ଭଉଣୀଙ୍କ ସହ ବହୁତ କ୍ଲୋଜ୍ ଭରତ ଅାଜି ଯେଉଁ ସ୍ଥାନରେ ପହଞ୍ଚି ପାରିଛନ୍ତି ତାର ଶ୍ରେୟ ସେ ନିଜ ପରିବାରକୁ ଦେଇଛନ୍ତି ଭରତ ତାଙ୍କ ଛାତିରେ ଏକ ବଡ଼ ଟାଟୁ କରିଛନ୍ତି ଏଥିରେ ସେ ନିଜ ମା ବାପାଙ୍କ ନାମ ଲେଖିଛନ୍ତି ଅନେକ ଫଟୋରେ ସେ ଉକ୍ତ ଟାଟୁକୁ ଦେଖାଇଥାନ୍ତି
କେ ଏସ୍ ଭରତଙ୍କ ସ୍ତ୍ରୀଙ୍କ ନାମ ଅଞ୍ଜଳୀ ବିବାହ ପୂର୍ବରୁ ଭରତ ଏବଂ ଅଞ୍ଜଳୀ ୧୦ ବର୍ଷ ବଯର୍ୟନ୍ତ ପରସ୍ପରକୁ ଡେଟ୍ କରୁଥିଲେ ଏହା ପରେ ସେମାନେ ବିବାହ କଲେ

Share