Categories: ଖେଳ

ଓ୍ବିମ୍ବେଲଡନରୁ ଓହରିଲେ କିର୍‌ଗିଓସ

ଓ୍ବିମ୍ବଲଡନ, ୪ା୭ (ଏପି): କଚଟିରେ ଆଘାତପ୍ରାପ୍ତ ଯୋଗୁ ଗତଥରର ରନରଅପ୍‌ ନିକ୍‌ କିର୍‌ଗିଓସ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଅଲ ଇଂଲଣ୍ଡ କ୍ଲବଠାରେ ଗତବର୍ଷ ସେ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ଏଥର ପୁରୁଷ ବିଭାଗରେ ସେ ୩୦ତମ ସିଡ୍‌ ମାନ୍ୟତାପ୍ରାପ୍ତ ଖେଳାଳି ଥିଲେ। ସୋମବାର ସେ ଡେଭିଡ୍‌ ଗଫିନଙ୍କ ସହ ମୁକାବିଲା କରିଥାନ୍ତେ।

Share