ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ,୧୮।୧୨: ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍‌ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।

ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଛୋଟ ବଜେଟ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା । କିନ୍ତୁ ‘ଲାପତା ଲେଡିଜ୍‌’ ଏହି ବର୍ଗରେ ମନୋନୀତ ୧୫ ଟି ଚଳଚ୍ଚିତ୍ର ମଧ୍ୟରେ ମଧ୍ୟ ନିଜର ସ୍ଥାନ ପାଇପାରନାହିଁ। ଭାରତର ଭରସା ଭାଙ୍ଗି ଯାଇଛି। ଗତକାଲି Academy of Motion Picture Arts and Sciences ପକ୍ଷରୁ ପରବର୍ତ୍ତୀ ରାଉଣ୍ଡ ପାଇଁ ୧୫ ଫିଲ୍ମର ନାମ ଘୋଷଣା କରାଯାଇଥିଲା। ଏଥିରେ ‘ଲାପତା ଲେଡିଜ୍‌’ ନାଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଗ୍ୟ ହୋଇଯିବେ କି ଭାଜପାର ଏହି ବରିଷ୍ଠ ନେତାମାନେ, ନିୟମ କହୁଛି…

ନୂଆଦିଲ୍ଲୀ,୧୮।୧୨: ସଂସଦରେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଗତ ହେବା ସମୟରେ ଭାଜପାର ୨୦ରୁ ଅଧିକ ଏମପି ଅନୁପସ୍ଥିତ ରହିଥିଲେ। ତେବେ ଏହାକୁ ନେଇ...

Pushpa-2 ସ୍କ୍ରିନିଂ ସମୟରେ ଆହତ ହୋଇଥିବା ନାବଳକ ଏବେ ଗୁରୁତର

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୪ରେ ମୁଭି ପୁଷ୍ପା ୨ର ପ୍ରିମିୟର୍‌ ଶୋ’ ପୂର୍ବରୁ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟାେରେ ଆହତ ହୋଇଥିବା ଶିଶୁ ଏବେ ଗୁରୁତର। ଏବେ...

ମୋଦିଙ୍କୁ ଭେଟି କ’ଣ ଚର୍ଚ୍ଚା କଲେ ଶରଦ ପାଓ୍ବାର, ଜାଣନ୍ତୁ କାହିଁକି ରାଜନୀତି ହେଲା ସରଗରମ

ନୂଆଦିଲ୍ଲୀ,୧୮।୧୨: ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ପାୱାର ପ୍ରଧାନମନ୍ତ୍ରୀଙ୍କ ସହ ଚାଷୀଙ୍କ ସମସ୍ୟା ଉପରେ...

କଂଗ୍ରେସକୁ ବିଜୟ ମନ୍ତ୍ର ଦେଲେ ଅମିତ ଶାହା: ଏହି ୩ କଥା ମାନିଲେ କଂଗ୍ରେସ ଗଢିବ ସରକାର

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ସଂସଦରେ ସରକାର ଗଠନ ପାଇଁ କଂଗ୍ରେସକୁ ତିନୋଟି ମନ୍ତ୍ର ଦେଇଛନ୍ତି। ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା...

‘ଲଢେଇ ମନ୍ତ୍ରୀପଦ ପାଇଁ ନୁହେଁ, ଅସ୍ମିତା ପାଇଁ…’, ମହାୟୁତି ଛାଡିବେ ଭୁଜବଳ? ସମର୍ଥକଙ୍କ ସହ ବୈଠକରେ…

ମୁମ୍ବାଇ,୧୮।୧୨: ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ ମହାରାଷ୍ଟ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ ନ ହୋଇଥିବାରୁ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ବୁଧବାର ତାଙ୍କ ନିର୍ବାଚନମଣ୍ଡଳୀ ନାଶିକ...

‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ବଢାଇବ ମୋଦି ସରକାରଙ୍କ ଟେନସନ୍‌, ଭାଜପା ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮।୧୨: ବିରୋଧୀ ଦଳର ଦୃଢ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରିବାର ବ୍ୟବସ୍ଥା ସହିତ ମଙ୍ଗଳବାର ଲୋକ...

ହ୍ବିପ ଜାରି ପରେ ବି ନିଖୋଜ ଅଛନ୍ତି ଏମପି, ଜ୍ୟୋତିରାଦିତ୍ୟଙ୍କଠାରୁ ଗଡକରୀଙ୍କ ପର୍ଯ୍ୟନ୍ତ…, ଏବେ ହେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୧୮।୧୨: ମଙ୍ଗଳବାର ଲୋକ ସଭାରେ ‘ଓ୍ବାନ ନେଶନ- ଓ୍ବାନ ଇଲେକ୍ସନ’ ଉପରେ ଏକ ବିତର୍କ ହେବାର ଥିଲା ଏବଂ ଏଥିପାଇଁ ଭାଜପା ଏହାର ସମସ୍ତ ଏମପିଙ୍କୁ...

ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ

କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri