ଖୋଲିଲା ଟ୍ରାନ୍ସଜେଣ୍ଡର ସ୍କୁଲ

ଇସ୍‌ଲାମାବାଦ୍‌,୮।୧୨: ପାକିସ୍ତାନ ସରକାର ପଞ୍ଜାବ ପ୍ରଦେଶରେ ପ୍ରଥମ ଟ୍ରାନ୍ସଜେଣ୍ଡର ସ୍କୁଲ ଖୋଲିଛନ୍ତି। ସମାଜରେ ଟ୍ରାନ୍ସଜେଣ୍ଡରମାନଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି। ପାକିସ୍ତାନ ସରକାର କିଛିଦିନ ତଳେ ମୁଲତାନ, ବାହାଓ୍ବାଲପୁର ଏବଂ ଡି.ଜି, ଖାନ୍‌ରେ ୩ଟି ଟ୍ରାନ୍ସଜେଣ୍ଡର ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ। ସୁଲରେ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଯିବ।

Share