କରୋନା ଯୋଗୁ ୟୁରୋପରେ ହାହାକାର, ୬ ସପ୍ତାହରେ ବୃଦ୍ଧି ପାଇଛି ୩ ଗୁଣା…

ଲଣ୍ଡନ, ୧୯।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର କହିଛି ଯେ ଗତ ୬ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଏହା ଏହି ସମୟ ମଧ୍ୟରେ ତିନି ଗୁଣା ବୃଦ୍ଧି ପାଇଛି, ଯାହା ସାରା ବିଶ୍ୱର ସଂକ୍ରମଣର ପ୍ରାୟ ଅଧା । ଇତି ମଧ୍ୟରେ, ଡାକ୍ତରଖାନାରେ ଭର୍ତ୍ତି ହାର ମଧ୍ୟ ଦ୍ୱିଗୁଣିତ ହୋଇଛି। ଯଦିଓ ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ) ରେ କମ ଆକ୍ରନ୍ତଙ୍କୁ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଏକ ବିବୃତ୍ତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୟୁରୋପ ନିର୍ଦ୍ଦେଶକ ଡାକ୍ତର ହାନ୍ସ କ୍ଲୁଜ କରୋନାକୁ ଏକ ଭୟଙ୍କର ତଥା ସମ୍ଭାବ୍ୟ ସାଂଘାତିକ ସଂକ୍ରମଣ ବୋଲି କହିଛନ୍ତି। ଲୋକମାନେ ଏହାକୁ ହେୟ ଭାବିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଓମିକ୍ରନର ଅଧିକ ସଂକ୍ରାମଣ ଯୋଗୁ ସମଗ୍ର ୟୁରୋପରେ ନୂଆ ଲହର ସୃଷ୍ଟି କରିଛି। କ୍ଲୁଜ କହିଛନ୍ତି, ମାମଲା ବୃଦ୍ଧି ସହିତ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ମଧ୍ୟ ବଢୁଛି।

ସଂକ୍ରମଣ ମାମଲାଗୁଡ଼ିକର ବୃଦ୍ଧି ସହିତ ନୂତନ ଆକଳନ ସ୍ବାସ୍ଥ୍ୟ କର୍ମୀଙ୍କ ଭାର ଏବଂ ଚାପକୁ ଆହୁରି ବଢ଼ାଇବାର ଆଶଙ୍କା ରହିଥିବା ସେ କହିଛନ୍ତି। ସର୍ବସାଧାରଣ ପରିବହନରେ ମାସ୍କ ପିନ୍ଧିବା ଏବଂ କାର୍ଯ୍ୟାଳୟ ସମେତ ବିଦ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନରେ ବାୟୁ ପ୍ରବାହକୁ ବଜାୟ ରଖିବାକୁ କୁହାଯାଇଛି। କରୋନା ସମ୍ବନ୍ଧୀୟ ପ୍ରତିବନ୍ଧକକୁ ହଟାଇ ଦିଆଯାଇ ଦେଶର ଲୋକଙ୍କୁ ସତର୍କ ରହିବାକୁ କ୍ଲୁଜ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ...

ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର

ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ...

ମ୍ୟାନମାର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୩୪୦୦ ଆହତ, ଅନେକେ ନିଖୋଜ

ନାପିଦାଉ,୨୯।୩: ମ୍ୟାନମାରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏବେ ପର୍ଯ୍ୟନ୍ତ ୧,୬୪୪ ଜଣଙ୍କର ମୃତ୍ୟୁ ହେବା ସହ ୩,୪୦୮ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି।...

ଭୂକମ୍ପ ସମୟରେ ରାସ୍ତାରେ ଗର୍ଭବତୀଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର, ଭିଡିଓ ଭାଇରାଲ

ନାପିଦାଉ,୨୯।୩: ଶୁକ୍ରବାର (୨୮ ମାର୍ଚ୍ଚ) ସ୍ଥାନୀୟ ସମୟ ପ୍ରାୟ ୧୨:୫୦ ସମୟରେ ମ୍ୟାନମାରରେ ଦୁଇଟି ଶକ୍ତିଶାଳୀ ଏବଂ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର...

ଇଦରେ ଏହି ମୁସଲିମ ଦେଶରେ ହେବ ବଡ଼ ଆତଙ୍କବାଦୀ ଆକ୍ରମଣ! ନିଜ ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୯।୩: ଆମେରିକାର ବୈଦେଶିକ ବିଭାଗ ଶନିବାର (୨୯ ମାର୍ଚ୍ଚ, ୨୦୨୫) ସିରିଆରେ ଥିବା ଏହାର ନାଗରିକମାନଙ୍କୁ ଇଦ ଅଲ-ଫିତର ଛୁଟି ସମୟରେ ଆକ୍ରମଣର ବିପଦ ବିଷୟରେ...

ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା।...

ଅପରେସନ ବ୍ରହ୍ମା ଆରମ୍ଭ, ଆଗ୍ରାରୁ ମ୍ୟାନମାର ଯିବ ଫିଲ୍ଡ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୩: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଭାରତ ‘ଅପରେସନ ବ୍ରହ୍ମା’ ଅଧୀନରେ ଦୁଇଟି ନୌସେନା ଜାହାଜ...

ମ୍ୟାନମାରରେ ୩୩୦ ପରମାଣୁ ବୋମା ଫୁଟିଲା ଭଳି ଥିଲା ଦୃଶ୍ୟ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନାପିଦାଉ,୨୯।୩: ମ୍ୟାନମାରରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷଜ୍ଞମାନେ ଏବେ କହିଛନ୍ତି ଯେ ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image