ଭିତରକନିକାରେ ଲ୍ୟାଣ୍ଡଫଲ୍‌! ସମୁଦ୍ରରେ ବଡ଼ ହଲଚଲ୍‌…

ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଦାନା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାରେ ରୂପ ନେଇଛି । ଏହା ଏବେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଉପକୂଳକୁ ମାଡି ଆସୁଛି ।

Share