ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଦୁଇ ଯବାନ ଗୁରୁତର

କୋଟଗଡ଼,୨୪ା୧୨(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ସିର୍ଲା ଜଙ୍ଗଲରେ ରବିବାର ଏସ୍‌ଓଜି ଯବାନ କମ୍ବିଂ ଅପରେଶନ ସମୟରେ ହଠାତ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରିଥିଲେ। ଫଳରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Share