Categories: ବାଣିଜ୍ୟ

ଟିମ୍‌ କନେକ୍ଟ ବାର୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୪।୯: ସେନ୍‌ହାଇସର ପକ୍ଷରୁ ଛୋଟ ଓ ମଧ୍ୟମ ଆକାରର ମିଟଂ ରୁମ୍‌ ଓ କୋଲାବରେଶନ ସ୍ପେଶ୍‌ଗୁଡିକ ପାଇଁ ସବୁଠାରୁ ଫ୍ଲେକ୍ସିବୁଲ ଅଲ୍‌-ଇନ୍‌-ୱାନ୍‌ ଡିଭାଇସ୍‌ ସହିତ ୟୁନିଫାଏଡ୍‌ କମ୍ୟୁନିକେଶନ୍ସ ଏ/ଭି ବାର୍‌କୁ ବଜାର ପ୍ରବେଶ କରାଇଛି। ଏପରିକି ସେନ୍‌ହାଇସର୍‌ ଟିମ୍‌ କନେକ୍ଟ ପରିବାରର ଅଂଶ ଭାବେ ଟିମ୍‌ କନେକ୍ଟ (ଟିସି) ବାର୍‌ ସଲ୍ୟୁଶନ୍‌କୁ ନିକଟରେ ଶୁଭାରମ୍ଭ କରାଯାଇଛି ।

ଏ ସମ୍ପର୍କରେ ସେନ୍‌ହାଇସର୍‌ ଇଣ୍ଡିଆର ବିଜ୍‌ନେସ୍‌ କମ୍ୟୁନିକେଶନ୍ସ ଡାଇରେକ୍ଟର ଅଫ୍‌ ସେଲ୍‌ସ, ନବୀନ ଶ୍ରୀଧର କହିଛନ୍ତି, ସେନ୍‌ହାଇସର୍‌ରେ ଆମେ ସଂଯୋଜିତ ଯୋଗାଯୋଗର ଭବିଷ୍ୟତକୁ ପୁନଃପରିଭାଷିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ନେଇ ଗର୍ବିତ। ଟିମ୍‌ କନେକ୍ଟ ପରିବାର ଏହି ଲକ୍ଷ୍ୟକୁ ପୂରଣ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Share