ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସା ୧୮୧୪କୋଟି ଟଙ୍କାରେ ବିକ୍ରି, ଏନସିଏଲଟି ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୭: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସାକୁ ବିକ୍ରି କରିଛି। ଡାରୱିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର୍‌ିକୁ ଏହି ହିଲ୍‌ ଷ୍ଟେଶନ ବିକିବା ନେଇ ଟ୍ରିବ୍ୟୁନାଲ ମଞ୍ଜୁର କରିଛି। ଏନସିଏଲଟି ଘରୋଇ ହିଲ୍‌ ଷ୍ଟେଶନ ଲାଭାସାକୁ ୧୮୧୪କୋଟି ଟଙ୍କାରେ ବିକ୍ରି ହୋଇଛି।

Share