Categories: ଜାତୀୟ

ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀଙ୍କୁ ଅଣାଗଲା ଭାରତ, ଦୁବାଇରେ କରିଥିଲେ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର

ନୂଆଦିଲ୍ଲୀ,୧।୮: ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ଗ୍ୟାଙ୍ଗଷ୍ଟର ସଚିନ ଥାପନଙ୍କୁ ମଙ୍ଗଳବାର ଅଜରବେଜାନରୁ ଦିଲ୍ଲୀ ଅଣାଯାଇଥିଲା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସେ ଜଡିତ ଥିଲେ। ସେ ଦୁବାଇରୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ବାକୁରୁ ତାଙ୍କୁ ହେପାଜତାର ନିଆଯାଇଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ତାଙ୍କୁ ଭାରତ ଆଣିଛନ୍ତି।

Share