ଜାଣନ୍ତୁ ଏହି ରାଶିର ମହିଳାଙ୍କ ସ୍ବଭାବ: ବିବାହ ସମୟରେ ଆସିବ କାମରେ

ଅଧିକାଂଶ ପୁଅ ଚାହିଁଥାଆନ୍ତି ଯାହାକୁ ସେମାନେ ବିିବାହ କରିବେ ସେ ଭଲ ସ୍ବଭାବର ହେବା ସହ ତାଙ୍କୁ ମଧ୍ୟ ଅନୁରୂପ ଭାବେ ଭଲ ପାଆନ୍ତୁ। ତେବେ ଏପରି ଝିଅ ଖୋଜିବା ସମ୍ଭବ ହୋଇ ନ ଥାଏ। ସାଧାରଣତଃ ଅନ୍ୟ ଜଣଙ୍କୁ ଦେଖି ତାହାର ସ୍ବଭାବ ବିଷୟରେ ଜାଣିବା ସମ୍ଭବପର ନୁହେଁ। ମାତ୍ର ରାଶି ଦ୍ୱାରା ଝିଅଙ୍କ ସ୍ବଭାବ ସହଜରେ ଜାଣି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ମତ ପୋଷଣ କରିଥାଏ। ତେବେ ଜାଣନ୍ତୁ କୁମ୍ଭରାଶି ମହିଳାଙ୍କ ସ୍ବଭାବ ସମ୍ପର୍କରେ …

ସମସ୍ତଙ୍କ ସହ କରିଥାନ୍ତି ବନ୍ଧୁତା
ଏହି ରାଶିର ମହିଳାମାନେ ସାଧାରଣତଃ ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଏମାନେ ବନ୍ଧୁତାରେ ବୟସର ତାରତମ୍ୟକୁ ନଜର ଦେଇ ନ ଥାଆନ୍ତି। ଏହା ସହ ଏମାନେ ଏହି ଦୋସ୍ତିକୁ ମୁଣ୍ଡରେ ନୁହେଁ, ବରଂ ହୃଦୟ ସହକାରେ ଗ୍ରହଣ କରିଥାଆନ୍ତି।

ସୁନ୍ଦର କଥା
ଏମାନଙ୍କ କଥା କହିବାଶୈଳୀ ଅଧିକ ସୁନ୍ଦର ହୋଇଥାଏ। ଏମାନଙ୍କ କଥା ମଧୁର। ଉଚ୍ଚ କଥା ଏମାନଙ୍କୁ ପସନ୍ଦ ହୋଇ ନ ଥାଏ।

ଦେଖିବାକୁ ସୁନ୍ଦର
ଏମାନଙ୍କ କଥା ଯେତିକି ସୁନ୍ଦର, ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ହୋଇଥାନ୍ତି। ଏମାନେ ନିଜ ହିସାବରେ ଜୀବନଯାପନ କରିବାକୁ ପସନ୍ଦ କରିଥା’ନ୍ତି।

ମଧୁର କଥା କହୁଥିବା ପୁଅଙ୍କୁ ଭଲ ପାଇଥା’ନ୍ତି

ଏହି ରାଶିର ଝିଅ ତାଙ୍କ ପାର୍ଟନରଙ୍କୁ ଅଧିକ ଭଲ ପାଇଥା’ନ୍ତି। ଏମାନେ ଚାହାନ୍ତି ତାଙ୍କ ପାର୍ଟନର ତାଙ୍କ କଥାକୁ ଶୁଣନ୍ତୁ ଏବଂ ଧ୍ୟାନ ରଖନ୍ତୁ। ଏମାନଙ୍କୁ ଆରାମରେ ରହିବା ପାଇଁ ତାଙ୍କ ପସନ୍ଦର ଜିିନିଷ ଆବଶ୍ୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା...

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର...

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା...

ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri