ଓ୍ବାର୍କ ଫ୍ରମ୍‌ ହୋମ୍‌କୁ ଆଇନଗତ ସ୍ବୀକୃତି…

ଆମେଷ୍ଟରଡ଼ାମ୍‌,୧୨।୭ : ନେଦରଲାଣ୍ଡରେ ରହୁଥିବା ଭାରତୀୟ ଏବେ ବେଶ୍‌ ଖୁସି। ସେମାନେ ବର୍ତ୍ତମାନ ଘରେ ରହି କାମ କରିପାରିବେ। ଏଠାରେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଆଇନଗତ ଅଧିକାରରେ ଅନ୍ତର୍ଭୁକ୍ତ ହୋଇଛି। ଏହାକୁ ଡଚ ସଂସଦ ଅନୁମୋଦନ କରିଛି, ଯାହା ଖୁବ ଶୀଘ୍ର ଡଚ ସିନେଟ ଦ୍ୱାରା ଅନୁମୋଦନ ହେବ ବୋଲି ଆଶା କରାଯାଉଛି।

ଏଠାରେ ଥିବା କମ୍ପାନୀଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ କୌଣସି ବାଧ୍ୟବାଧକତା ଆସିବ ନାହିଁ, ସେମାନେ ନିଜ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ବସି ଅଫିସ କାର୍ଯ୍ୟ ସ୍ଥିର କରିପାରିବେ। କୌଣସି ନିଯୁକ୍ତିଦାତା ଜଣେ କର୍ମଚାରୀଙ୍କ ଘରୁ କାମ କରିବାକୁ ଅନୁରୋଧକୁ ଅସ୍ବୀକାର କରିପାରିବେ ନାହିଁ । ତଥାପି, ଯେଉଁ ଦାୟିତ୍ୱରେ କର୍ମଚାରୀମାନେ ଅଫିସକୁ ଆସିବାକୁ ବାଧ୍ୟ ହେବେ, ସେମାନଙ୍କୁ ଏହି ତାଲିକାଭୁକ୍ତ କରାଯିବ ନାହିଁ ।

ନେଦରଲାଣ୍ଡର ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ରୋଶନି ମୁରଲୀ କହିଛନ୍ତି ଯେ ବ୍ରିଟେନ ପରେ ନେଦରଲାଣ୍ଡରେ ବିଦେଶୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ନେଦରଲାଣ୍ଡରେ ପ୍ରାୟ ୨.୪୦ ଲକ୍ଷ ଏନଆରଆଇ/ ଭାରତୀୟ ମୂଳ ଲୋକ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିୟୋଜିତ। ଆଗାମୀ ଦିନରେ ଅନ୍ୟ କେତେକ ୟୁରୋପୀୟ ଦେଶ ମଧ୍ୟ ସମାନ ଘୋଷଣା କରିବେ ବୋଲି ଆଶା କରାଯାଉଛି। ରୋଶନୀ କହିଛନ୍ତି ଯେ ଯଦି ଏହି ଆଇନ ବ୍ୟବସ୍ଥା ଭାରତରେ କାର୍ଯ୍ୟକାରୀ ହୁଏ, ତେବେ ଏହା ଉଭୟ କରୋନା ଏବଂ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ପ୍ରଭାବଶାଳୀ ହେବ।

ଧୀରେ ଧୀରେ ଅନେକ କମ୍ପାନୀ କର୍ମଚାରୀଙ୍କ ପାଇଁ ଘରୁ କାର୍ଯ୍ୟର ସୁବିଧା ହଟାଇବା ଆରମ୍ଭ କରିଛନ୍ତି। ଗୁଗୁଲ, ଟେସଲା ଭଳି ପ୍ରତିଷ୍ଠିତ କମ୍ପାନୀମାନେ କର୍ମଚାରୀମାନଙ୍କୁ ଘରୁ କାମ ବଦଳରେ ଅଫିସକୁ ଆସିବାକୁ ସୂଚନା ଦେଇଛନ୍ତି। ୟୁରୋପରେ ମଧ୍ୟ ହାଇବ୍ରିଡ ମଡେଲ ଅଧିକାଂଶ କମ୍ପାନୀରେ ପରିଚିତ ହୋଇଛି। ତାହା ହେଉଛି, ସପ୍ତାହର କିଛି ଦିନ ଘରୁ ଏବଂ କିଛି ଅଫିସରୁ କାମ କରିବାର ସ୍ବାଧୀନତା ଅଛି। କିନ୍ତୁ କିଛି ଅଛନ୍ତି ଯେଉଁମାନେ ଗତ ଦୁଇ ବର୍ଷ ମଧ୍ୟରେ କମ୍ପାନୀର ଉନ୍ନତ ଫଳାଫଳକୁ ଦୃଷ୍ଟିରେ ରଖି ସେମାନଙ୍କ କର୍ମଚାରୀମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ କାମକୁ ଆସିବା କିମ୍ବା ଘରୁ କାମ କରିବାର ବିକଳ୍ପ ବାଛିବା ପାଇଁ ଅଧିକାର ଦେଇଛନ୍ତି।

ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆଖି ସ୍ବିଡେନ ଉପରେ ଅଛି। ଏକ ଉଦାରବାଦୀ ସାମାଜିକ ବ୍ୟବସ୍ଥା ସହିତ ସୱିଡେନ ଏକ ଗଣତାନ୍ତ୍ରିକ ଦେଶ। କାର୍ଯ୍ୟ ଜୀବନ ସନ୍ତୁଳନ ଦୃଷ୍ଟିରୁ ଏହା ଦୁନିଆର ଏକ ପ୍ରମୁଖ ଦେଶ। ତେଣୁ, ଆଶା କରାଯାଏ ଯେ ଏଠାରେ ମଧ୍ୟ ଗୃହରୁ କାର୍ଯ୍ୟକୁ ଆଇନଗତ କରିବା ପାଇଁ ଏକ ପଦକ୍ଷେପ ଗ୍ରହଣ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ରାଗି ନିଆଁବାଣ ଚାଇନା, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…

ବେଜିଂ,୩୦।୧୦: କେବଳ କଥାରେ ପାକିସ୍ତାନ-ଚାଇନା ବନ୍ଧୁ, ହେଲେ ଉଭୟଙ୍କର ବନ୍ଧୁତା କେବଳ ପରସ୍ପରଠାରୁ ଲାଭ ପାଇବା। ଭାରତ ବିରୋଧୀ ଏଜେଣ୍ଡା ହେଉଛି ଏହି ଦୁଇ ଦେଶ...

ପଛକୁ ଫେରିଲେ ଉଭୟ ଦେଶର ସେନା: ଗୁରୁବାର ପରସ୍ପର ମିଠା ଖାଇ ବଢ଼ାଇବେ ବନ୍ଧୁତା

ନୂଆଦିଲ୍ଲୀ,୩୦।୧୦: ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଭାରତ ଓ ଚାଇନାର ସେନା ଲଦାଖର ଦେପସାଙ୍ଗ ଏବଂ ଡେମଚୋକ ସୀମା(ଲାଇନ ଅଫ କଣ୍ଟ୍ରୋଲ)ରେ ପଛକୁ ଫେରିବା କାର୍ଯ୍ୟ...

ହାତ ମିଶାଇଲେ ରୁଷିଆ-ପାକିସ୍ତାନ: ଟେନସନରେ ଭାରତ 

ଇସଲାମାବାଦ୍,୩୦/୧୦:ପାକିସ୍ତାନ ଆଜିକାଲି ରୁଷିଆ ସହ ନିଜର ସମ୍ପର୍କକୁ ସୁଦୃଢ଼ କରିବାରେ ଲାଗିପଡିଛି । ଉପ ପ୍ରତିରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନଙ୍କ ନେତୃତ୍ୱରେ...

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ...

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

ଭାରତ-ଚାଇନା ବନ୍ଧୁତା ଦେଖି ଟେନ୍‌ସନ୍‌ରେ ଆମେରିକା: ପାକିସ୍ତାନ ସହ ମିଳାଇବ ହାତ!

ନୂଆଦିଲ୍ଲୀ,୨୯।୧୦: ଏଲ୍‌ଏସି ଉପରେ ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ନେଇ ପାକିସ୍ତାନରେ ଅନେକ ଆଲୋଚନା ହେଉଛି। ଲଦାଖରୁ ସେନା ପ୍ରତ୍ୟାହାର କରି ଚାଇନା...

ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା...

ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ଓ୍ବାଶିଂଟନ,୨୯।୧୦: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri