Categories: Video

Let’s check out Berhampur’s special mutton | ଚାଲ ବୁଲିବା (ବ୍ରହ୍ମପୁର)- ଖାଇବା ସ୍ପେଶାଲ ମଟନ

Dharitri Live has started a brand new series ‘Chala Buliba’ to take you on a virtual tour of various places in Odisha. In this fresh episode of Chala Buliba, we will take you to Silk City Berhampur. This town, however, is not all about its famous silk sarees. Its cuisine, especially unique chicken and mutton, are a must-try if you are in this city. Do watch!

ଧରିତ୍ରୀ ଲାଇଭର ବ୍ରାଣ୍ଡ ନ୍ୟୁ ଏପିସୋଡ ‘ଚାଲ ବୁଲିବା’ । ପ୍ରଥମ ଏପିସୋଡରେ ଆମେ ଆସିଛୁ ଗଞ୍ଜାମ ଜିଲାର ପ୍ରମୁଖ ସହର ‘ବ୍ରହ୍ମପୁର’ । ଓଡ଼ିଶାର ରେଶମ ସହର ଭାବେ ଏହା ପ୍ରସିଦ୍ଧି ଲାଭ କରିଛି । ତେବେ ଚାଲନ୍ତୁ ଏହି ଭିଡିଓରେ ବ୍ରହ୍ମପୁର ସହର ବୁଲିବା ଆଉ ଜାଣିବା ଏଠାରେ କଣ ସବୁ ସ୍ପେଶାଲ ରହିଛି