ଆମର ଏହି ସ୍ପେଶାଲ ଏପିସୋଡ୍ ଚାଲ ଖାଇବାରେ ଆମେ ଏଭଳି କିଛି ସ୍ଥାନକୁ ଯାଉଛୁ ଯେଉଁଠି ଓଡ଼ିଆ ଖାଦ୍ୟ ସବୁଠୁ ନିଆରା। ଆଜିର ଏପିସୋଡରେ ଆମେ ପହଂଚିଥିଲୁ ଖୋର୍ଦ୍ଧା ଜିଲାର ପୁରୁଣା ବରୁଣେଇ ହୋଟେଲରେ । ଯେଉଁଠାରେ ସ୍ପେଶାଲ ଖାଦ୍ୟ ଥିଲା ଦହି ଚିକେନ୍, ଦହି ମାଛ, ମଟନ୍ ଇତ୍ୟାଦି । ତେବେ ଆପଣ ଚାହିଁଲେ ଏହି ହୋଟେଲ ଯାଇ ଏସବୁ ଖାଦ୍ୟର ମଜା ଉଠାଇ ପାରିବେ ।