Categories: Video

Let’s go to Kuldiha sanctuary | ଚାଲ ବୁଲିବା କୁଲଡିହା ଅଭୟାରଣ୍ୟ

In this episode of ‘Chala Buliba’, DharitriLive will take you to Kuldiha sanctuary in Balasore district. This sanctuary, located about 28 kilometres from Nilagiri town, is famous for its elephant reserve. Let’s watch what else this sanctuary has to offer in this video.

‘ଚାଲ ବୁଲିବା’ ବାଲେଶ୍ୱରର ଏଥର ଏପିସୋଡରେ ଆମେ ବୁଲିଥିଲୁ ‘କୁଲଡିହା’ ଅଭୟାରଣ୍ୟ। ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ଠାରୁ ୨୮ କି.ମି ଦୂର ଯିବା ପରେ ଆପଣ କୁଲଡିହା ଅଭୟାରଣ୍ୟ ବୁଲିପାରିବେ। କୁଲଡିହା ସମ୍ପର୍କରେ ଅଧିକ କିଛି ଜାଣିବା ଏହି ଭିଡ଼ିଓରେ …