Categories: Video

Let’s make grilled smokey chicken | ଲକଡାଉନରେ ଘରେ ବନାନ୍ତୁ ଗ୍ରୀଲ୍ଡ ସ୍ମୋକି ଚିକେନ୍‌

ଲକଡାଉନରେ ଆପଣ ଘରେ ବୋର ହେଉଛନ୍ତି କି । ତେବେ ଜମା ବୋ ହୁଅନ୍ତୁ ନାହିଁ । ଘରେ ରହିବ ବିଭିନ୍ନ ସ୍ୱାଦିଷ୍ଟ ଖାଇବା ଜିନିଷ ପ୍ରସ୍ତୁତ କରନ୍ତୁ । ଏବଂ ଆମକୁ ପଠାନ୍ତୁ । ସେହି ଭିଡ଼ିଓକୁ ଆମେ ଧରିତ୍ରୀ ଲାଇଭରେ ପ୍ରକାଶିତ କରିବୁ । ତେବେ ଘରେ ରହି ପ୍ରସ୍ତୁତ ଦ୍ନତୁ ଗ୍ରୀଲ୍ଡ ସ୍ମୋକି ଚିକେନ ।