ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ

ଭୁବନେଶ୍ୱର,୨୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଧାରା-୨(ପ୍ଲାନ୍‌ ନଂ. ୮୭୨)’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲ୍‌ଆଇସିର ଅଧ୍ୟକ୍ଷ (ଚେୟାରମ୍ୟାନ) ସିଦ୍ଧାର୍ଥ ମହାନ୍ତି ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଉକ୍ତ ପ୍ଲାନ୍‌କୁ ଉନ୍ମୋଚନ କରିଥିଲେ। ଏପରିକି ଏହି ପ୍ଲାନ୍‌ ୨୦୨୪ ଜାନୁଆରୀ ୨୨ରୁ ବିଧିବଦ୍ଧ ଭାବେ ବଜାରରେ ଉପଲବ୍ଧ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏହି ପ୍ଲାନ୍‌ ଏକ ଇଣ୍ଡିଭିଜୁଆଲ, ସେଭିଂ, ଡେଫର୍ଡ ଆନୁଟି ପ୍ଲାନ୍‌ ହୋଇଥିବାବେଳେ ଏହାର ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧’ରୁ ଏହି ମୋବାଇଲ ନମ୍ବରରେ ଆଉ ଚାଲିବନି UPI, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୨୧।୩: ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) କହିଛି ଯେ ୧ ଏପ୍ରିଲ, ୨୦୨୫ ରୁ, ଏହା ନିଷ୍କ୍ରିୟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା...

ସେବାରେ ନିଜର ସ୍ବତନ୍ତ୍ରତା ପ୍ରତିଫଳିତହେବା ଦରକାର

ଦେଶିଆ ଇକୋ ରିସୋର୍ଟର ଫାଉଣ୍ଡର ତଥା ସଫଳ ଉଦ୍ୟୋଗୀ ହେଉଛନ୍ତି ଯୁଗବ୍ରତ କର। ପୁରୀରେ ତାଙ୍କର ଜନ୍ମ, ସେଇଠି ସେ ଛୋଟରୁ ବଡ଼ ହୋଇଛନ୍ତି। ପୁରୀ...

ଖୁବ୍‌ଶୀଘ୍ର Pi Coinରୁ କରିପାରିବେ ଶପିଂ! ଆମାଜନ୍‌, Ebay ଏବଂ Apple Pay ଉପରେ କରିପାରିବେ ଖର୍ଚ୍ଚ

ନୂଆଦିଲ୍ଲୀ,୨୦।୩: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି Pi Networkର Pi Coin। ଏହି କଏନ ସମ୍ପର୍କରେ ନୂତନ ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି...

ଟ୍ରେନ୍‌ ଛାଡ଼ିବାର ୧୦ ମିନିଟ୍‌ ପୂର୍ବରୁ ମିଳିଯିବ କନ୍‌ଫର୍ମ ଟିକେଟ, ସେ ବି Tatkalରୁ କମ୍‌ ଦାମ୍‌ରେ; ଜାଣନ୍ତୁ ଉପାୟ…

ନୂଆଦିଲ୍ଲୀ,୨୦।୩: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ପର୍ବପର୍ବାଣୀ ସମୟରେ ଏହି ସଂଖ୍ୟା କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଯାଏ। ଏପରି...

ଭାରତରେ ଲଞ୍ଚ ହେଲା  Google Pixel 9a, ଦମ୍‌ଦାର କ୍ୟାମେରା-ବ୍ୟାଟେରୀ ସହ Iphone 16eକୁ ଦେବ ଟକ୍କର

ନୂଆଦିଲ୍ଲୀ,୨୦।୩: ଗୁଗୁଲ ଭାରତରେ ଏହାର ନୂତନ ପିକ୍ସେଲ ଫୋନ୍‌ Google Pixel ୯a ଲଞ୍ଚ କରିଛି। ଏହି ଫୋନ୍‌ଟି ସୁଲଭ ଫୋନ ବର୍ଗରେ ପ୍ରଚଳନ କରାଯାଇଛି।...

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ମିଳିବ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୦।୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ, ସେ...

ପୁରୀ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବେ ଓଡ଼ିଶା ସରକାର: ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୦।୩: ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀ ଠାରେ...

ନିଜ ଉପରେ ବିଶ୍ୱାସ ହିଁ ସଫଳତାର ଚାବିକାଠି

ପୁରୀ ଜିଲା ନିମାପଡ଼ା ବ୍ଲକ୍‌ ଗଡ଼ ଅମରପ୍ରସାଦ ଭଳି ଏକ ଛୋଟ ଗାଁରେ ଡିଅନ୍‌ ଗ୍ରୁପର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଇଂ ମନୋଜ କୁମାର ସାହୁଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image