Posted inଫୁରସତ

ସ୍ପାମ କଲ  ବିରକ୍ତି  କରିପକାଉଛି କି, ଭିଡିଓ ଦେଖି ଆପଣାନ୍ତୁ ଏହି ଉପାୟ 

ବର୍ତ୍ତମାନ ସ୍ପାମ କଲ ପାଇଁ  ସମସ୍ତେ ଅସୁବିଧାରେ ପଡ଼ୁଛନ୍ତି। ଏହା ଅନେକ ସମୟରେ ଅସୁବିଧାରେ ପକାଇଥାଏ। ଅନେକ ଚେଷ୍ଟା ପରେ ମଧ୍ୟ ଯଦି ଆପଣ ଏହି କଲ୍‌କୁ ବନ୍ଦ କରିବାରେ ବିଫଳ  ହେଉଛନ୍ତି, ତେବେ ଏହି ଭାଇରାଲ କୌଶଳ ଆପଣାଇ  ଉପଯୋଗୀ  ହୋଇପାରିବ।
ଜଣେ ମହିଳା ସ୍ପାମ କଲ ଦ୍ୱାରା ଏତେ ବିରକ୍ତି ହୋଇ ଯାଇଥିଲେ ଯେ, ସେ କଲର୍ସଙ୍କୁ ଏକ ଶିକ୍ଷା ଦେବା ପାଇଁ ଏକ ଉପାୟ କାଢ଼ିଥିଲେ। ସେ ସ୍ପାମ କଲର୍ସଙ୍କ କଲ ରିସିଭ କଲେ ପରେ ମୋବାଇଲକୁ  ଏକ ଷ୍ଟିଲ ବାସନ ତଳେ ରଖି ଚାମଚରେ ତାହା ଉପରକୁ ବାଡେଇଥିଲେ। ଅନ୍ୟପଟେ ନମସ୍କାର କରୁଥିବା ବ୍ୟକ୍ତିଙ୍କ କାନ ଫାଟିଗଲା।
ଭିଡିଓଟି @Nationalist2575 ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଯାହାର କ୍ୟାପ୍‌ଶନରେ ଲେଖାଯାଇଛି, ଆପଣ ସ୍ପାମ କଲ ପାଇଛନ୍ତି କି?  ଏହି ଉପାୟ ଆପଣାନ୍ତୁ । ପ୍ରକୃତ ଭାରତୀୟ ନବସୃଜନ, ମୁଁ ଆସନ୍ତାକାଲି ଏହାକୁ ଚେଷ୍ଟା କରିବାକୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri