Categories: ଜାତୀୟ

ଏପ୍ରିଲ ୨୧ରେ ତାତିରୁ ମିଳିପାରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀରେ ଏପ୍ରିଲ ୨୧ରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ସମତଳ ଅଞ୍ଚଳରେ ଆଗାମୀ ବର୍ଷା ଏବଂ ବଜ୍ରପାତ ହେତୁ ୪ଡିଗ୍ରୀ ସେଲସିୟସ ହ୍ରାସ ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ମଙ୍ଗଳବାର ହିମାଳୟ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି।

Share