ପୁରୀରେ କଟକଣା ମଧ୍ୟରେ ରଥ ନିର୍ମାଣ କାମ କରାଯାଉଛି । ବର୍ତମାନ ରଥ ଚକା କାମ ଶେଷ ହେବାକୁ ଯାଉଥିବା ବେଳେ ଦଣ୍ଡା କାମ ଆରମ୍ଭ ହୋଇଛି । ସେପଟେ କୁମ୍ଭାର ଶାଳାରେ ଲୁହାର କଣ୍ଟା ମଧ୍ୟ ପ୍ରସ୍ତୁତ କରାଯାଉଛି । ସରକାରଙ୍କ କରୋନା ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତା ମାନି ରଥ ନିର୍ମାଣ କାର୍ଯ୍ୟ ହେଉଛି । କିଭଳି ଚାଲିଛି କାର୍ଯ୍ୟ ଦେଖନ୍ତୁ ରଥଖଳାରୁ ..