Posted inVideo

Lockdown extended to entire Odisha | ପୁରା ଓଡ଼ିଶା ଲକଡାଉନ୍

Featured Video Play Icon

All of Odisha will be under lockdown from Tuesday midnight owing to coronavirus threat, the government’s chief spokesperson on COVID-19 Subroto Bagchi Tuesday said. Fourteen of the state’s 30 districts are already under lockdown as of Tuesday morning. The shutdown will be in force till March 29.

ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କଟକଣାକୁ ଆହରୁ କଡାକଡି କରାଯାଇଛି । କରୋନା ଭୂତାଣୁର ବ୍ୟାପକତାକୁ ଦେଖି ଆଜିଠୁ ୩୦ ଜିଲା ଅର୍ଥାତ୍ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକଡାଉନ୍ ନେଇ ନିଷ୍ପତ୍ତି ନେଇଛନ୍ତି ସରକାର। ମଙ୍ଗଳବାର ମଧ୍ୟରାତ୍ରରୁ ଆସନ୍ତା ୨୯ ଯାଏ ଜିଲା ଗୁଡିକ ଲକଡାଉନ୍ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri