Categories: ଜାତୀୟ

ଏହି ରାଜ୍ୟ ୮ ଦିନିଆ ଲକ୍‌ଡାଉନ୍‌ ଘୋଷଣା

ରାଞ୍ଚି,୨୦।୪: ସାରା ଦେଶରେ କରୋନା କାୟା ବିସ୍ତାର କରିଛି। କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ଗାଇଡଲାଇନ୍‌ ଜାରି କରାଯାଇଛି। ମଙ୍ଗଳବାର ଝାଡଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକ୍‌ଡାଉନ୍‌ ଘେଷଣା କରିଛନ୍ତି। ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ କରାଯିବ। ଏହି ସମୟ ମଧ୍ୟରେ କେବଳ ଆବଶ୍ୟକ ସେବା ଗୁଡିକୁ ଅନୁମତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି।

 

Share