Categories: Video

ଲକଡାଉନରେ ରଜ

ବରଷକେ ଥରେ ଆସିଛି ରଜ । ରଜ ଆସିଲେ କୁଆଁରୀମାନଙ୍କ ମନରେ ଭରିଯାଏ ଆନନ୍ଦ । ହେଲେ ଏଥର କରୋନା କଟକଣା ଯୋଗୁଁ ରଜ ମଉଜ ଫିକା ପଡିଛି । ଘରେ ରହି ରଜ ପାଳୁଛନ୍ତି କୁଆଁରାମାନେ । ତେବେ କୁଆଁରୀମାନେ କରୋନା କଟକଣା ସହ କିଭଳି ରଜ ପାଳୁଛନ୍ତି ଦେଖନ୍ତୁ ଏହି ଭିଡିଓରେ ।