ବନ୍ଦ ପରେ ଟ୍ୟାପ୍‌ରୁ ପାଣି ପଡ଼ିବା ଘର ପାଇଁ ବଡ଼ ବିପଦ: ଦେଖାଦିଏ ଏସବୁ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍‌ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍‌ଟପ୍‌ ହୋଇ ପାଣି ପଡ଼ିଥାଏ, ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏପରି ପରିସ୍ଥିତିରେ ପାଣି ଅପଚୟ ଭଲ ନୁହେଁ । ଏହି ଘରଗୁଡ଼ିକରେ ଅଯଥାରେ ଖର୍ଚ୍ଚ ବଢ଼େ।

ତେଣୁ ଘରର ଟ୍ୟାପ କିମ୍ବା ଟାଙ୍କିରୁ ଯଦି ପାଣି ପଡ଼େ, ତାହାକୁ ତୁରନ୍ତ ମରାମତି କରାଯିବା ଉଚିତ୍‌। ନଚେତ୍‌ ଘରେ ଟଙ୍କା ମଧ୍ୟ ପାଣି ପରି ଖର୍ଚ୍ଚ ହୋଇଥାଏ।ଏହି ଘରେ ଟଙ୍କା ସଞ୍ଚୟ ହୋଇ ରହେ ନାହିଁ। ଆର୍ଥିକ ସମସ୍ୟା ଦେଖାଦେଇଥାଏ।

ରୋଷେଇ ଘରେ ଅଗ୍ନି ଥାନ୍ତି। ବାସ୍ତୁବିତ୍‌ଙ୍କ କହିବା ଅନଚସାରେ ଯେଉଁଘରେ ଅଗ୍ନି ଏବଂ ପାଣି ଏକାଠି ଥାନ୍ତି, ସେଠାରେ ଅସୁବିଧା ଏବଂ ବ୍ୟୟ ବଢ଼ିବାରେ ଲାଗିଥାଏ।

ପାଣି ଟାଙ୍କି ରଖିବା ପାଇଁ ଉତ୍ତର-ପୂର୍ବ ଦିଗ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗରେ ପାଣିର ଅବସ୍ଥାନ ଧନ, ସମୃଦ୍ଧି ଆଣିଥାଏ।

ଦକ୍ଷିଣ-ପଶ୍ଚିମ କୋଣରେ ପାଣି ଟାଙ୍କି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଏହି ଦିଗରେ ପାଣିର ଅବସ୍ଥିତି ଯୋଗୁ, ଘରେ ସମସ୍ୟା ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଲାଗୁ ହେଲା ନୂଆ ପେନସନ ନିୟମ, ଏମାନଙ୍କୁ ମିଳିବନି ଲାଭ

ନୂଆଦିଲ୍ଲୀ,୧।୪: ଯଦି ଆପଣ ସରକାରୀ ଚାକିରି କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ଯୋଜନା (UPS)...

କାହା ସ୍ବାର୍ଥରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ? ନିର୍ମାଣର ୬ବର୍ଷ ପରେ ମଧ୍ୟ ଆସିଲା ନାହିଁ ଲୋକଙ୍କ କାମରେ

ଥୁଆମୂଳ ରାମପୁର,୧।୪(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଜଳସେଚନ ପ୍ରକଳ୍ପ ଦ୍ବାରା କୃଷିର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ସ୍ଥାନରେ କ୍ଷୁଦ୍ର...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି?...

ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ...

ହ୍ବାଟସଆପ୍‌ ଷ୍ଟାଟସ୍‌ରେ ଗୀତ ରଖିବାକୁ ଚାହୁଁଛନ୍ତି କି? ଏମିତି କରନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌

ଯଦି ଆପଣ ଇନଷ୍ଟାଗ୍ରାମ ପରି ହ୍ବାଟସଆପରେ ଗୀତର ଷ୍ଟାଟସ ରଖିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଟ୍ରିକ୍‌। ହ୍ବାଟସଆପ ତାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ...

ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଗ୍ରାହକ ସାଜି ରାଣୀ ମହୁମାଛିଙ୍କ ସମେତ ୫ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା,୧ା୪: ସୁନ୍ଦରଗଡ଼ ଜିଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ମଙ୍ଗଳବାର ଏକ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଣୀ ମହୁମାଛିଙ୍କ ସମେତ ୫ ଦେହଜୀବୀଙ୍କୁ...

ଆଇଆର୍‌ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ...

Jio ନା BSNL, ୧୦୦ଟଙ୍କାରେ କିଏ ଦେଉଛି 5 GB ମାଗଣା ଡାଟା, କେଉଁଟା ଫାଇଦା

ଜିଓରେ ୧୦୦ ଟଙ୍କା ଏବଂ ବିଏସଏନଏଲରେ ୧୦୭ ଟଙ୍କା ରିଚାର୍ଜ ପ୍ଲାନ ଅଛି। ଜିଓର ୧୦୦ ଟଙ୍କା ରିଚାର୍ଜ ଯୋଜନାରେ ଗ୍ରାହକମାନଙ୍କୁ ଏକ ସ୍ବତନ୍ତ୍ର ଅଫର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image