ବରାହ ଅବତାରରେ ଦର୍ଶନ ଦେଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୦।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ଆଡପ ମଣ୍ଡପରେ ବୁଧବାର ବରାହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହାକୁ ଦେଖିବାସହ କାଳିଆ ସାଆନ୍ତଙ୍କ ଆର୍ଶୀବାଦ ଭିକ୍ଷା ଲାଗି ପ୍ରବଳ ଜନସମାଗମ ହୋଇଥିଲା।