Categories: Video

ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ରହସ୍ୟ – ମହାବାହୁଙ୍କ ଅଧା ବିଗ୍ରହର କାହାଣୀ

ଯିଏ ରୁହନ୍ତି ଉଜ୍ୱଳ ଆଲୋକରେ, ଅନ୍ଧକାରରେ. ଆମେ ଉଚ୍ଚାରଣ କରୁଥିବା ଶଦ୍ଧରେ। ଯିଏ ରୁହନ୍ତି ବ୍ରାହ୍ମାଣ୍ଡର ଶୂନ୍ୟତାରେ, ପୃଥିବୀର ପରିପୂର୍ଣ୍ଣତାରେ, ସାଧୁର ରୁଦ୍ରାକ୍ଷରେ, ଛୋଟେଇ ଛୋଟେଇ ଚାଲୁଥିବା ଲୋକଙ୍କ ଆଶାବାଡି ରେ । ଜନ୍ମ, ମୃତ୍ୟୁ, ଜୀବନ, ଯୌବନ, ସୁଖ, ଦୁଃଖ, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ରରେ। ଏ ସଂସାରରେ ଜୀବନ ମୃତ୍ୟୁ ଚକ୍ରରେ ସଦାସର୍ବଦା ସେ ହିଁ ସବୁଠି ବିଦ୍ୟମାନ । ଯିଏ କି ଜଗତର ନାଥ ଶ୍ରୀ ଜଗନ୍ନାଥ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା । ଆସନ୍ତୁ ଆଜିର ଏହି ଏପିସୋଡରେ ଜାଣିବା କିଭଳି ନିର୍ମାଣ ହେଲା ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ।