ଭୁବନେଶ୍ୱର,୩।୩: ଭଦ୍ରକ, ଆନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇ ଲୋକେ ଘରୁ ବାହାରି ପଳାଇ ଆସିଛନ୍ତି। କେଉଁ କାରଣ ପାଇଁ ଏପରି ଶବ୍ଦ ହେଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।