Posted inଫୁରସତ

ଘନ କୁହୁଡିରେ ପ୍ରେମି ଯୁଗଳଙ୍କ ଲଭଷ୍ଟୋରୀ, ଭାଇରାଲ ହେଉଛି ଭିଡିଓ

ସାଧାରଣତଃ ପଢିବା ବୟସରେ ଅଧିକାଂଶ ଛାତ୍ରୀଛାତ୍ର ସାଇକେଲ ଯୋଗେ ସ୍କୁଲ ଏବଂ ଟ୍ୟୁସନକୁ ଯାଆନ୍ତି। ଶୀତଦିନେ ବିଦ୍ୟାଳୟକୁ ଯିବା ଏକ କଷ୍ଟକର କାର୍ଯ୍ୟ ବୋଲି କୁହାଯାଏ। କିନ୍ତୁ ଯେତେବେଳେ କେହି ଆପଣଙ୍କ ସହିତ ଭ୍ରମଣ କରନ୍ତି ଏହି ରାସ୍ତା ସହଜ ହୋଇଯାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ, ପ୍ରେମୀ ଯୁଗଳ ଘନ କୁହୁଡିରେ ପାଠ ପଢିବାକୁ ଯାଉଥିବା ଲକ୍ଷ୍ୟ କରାଯାଉଛି। ଲୋକମାନେ ଏମାନଙ୍କ ସ୍ବତନ୍ତ୍ର ଶୈଳୀରେ ପ୍ରେମ ନିବେଦନକୁ ବେଶ ପସନ୍ଦ କରୁଛନ୍ତି। ଏପରିକି ଲୋକମାନେ ସେମାନଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଭାବପ୍ରବଣ ହେଉଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏଥି ସହିତ, ଲୋକମାନେ ମଧ୍ୟ ଏହି ଭିଡିଓକୁ ବ୍ୟାପକ ଭାବରେ ସେୟାର କରୁଛନ୍ତି ।
ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରେମୀ ଯୁଗଳ ସାଇକେଲରେ ପିଠିରେ ବ୍ୟାଗ ପକାଇ କାନ୍ଧରେ ହାତ ଧରି ଆଗକୁ ଆଗକୁ ଯାଉଛନ୍ତି। ଦୁହେଁ ଦୁନିଆର ଚିନ୍ତା ଛାଡି ଏକାଠି ପାଠପଢିବାକୁ ପାଇଁ ଯାଉଛନ୍ତି। ଏହାରି ଭିତରେ ପ୍ରେମକିଟି ପ୍ରେମିକାଙ୍କୁ ଅତି ନିଆରା ଢଙ୍ଗରେ ଚୁମ୍ବନ ଦେଉଥିବା ବି ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋସିଆଲ ୟୁଜର୍ସଙ୍କ ଠାରୁ ଲାଇକ ପାଇଛି। ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @wtfpratyush ରେ ଶେୟାର କରାଯାଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୨ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ଏଥିସହିତ ଅନେକ ଲୋକ ଏହା ଉପରେ ନିଜର ମତାମତ ମଧ୍ୟ ଦେଇଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri