Categories: ଖେଳ

୧ ୱିକେଟରେ ଲକ୍ଷ୍ନୌ ବିଜୟ…

ବେଙ୍ଗାଲୁରୁ,୧୦।୪: ଆଇପିଏଲ ସିରିଜ ୧୬ର ୧୫ତମ ମ୍ୟାଚରେ ସୋମବାର ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୧ ଓ୍ବିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୨୧୩ ରନ ଲକ୍ଷ୍ୟର ପିଛା କରି ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୦ ଓଭରରେ ୯ ୱିକେଟ ହରାଇ ୨୧୩ ରନ ସଂଗ୍ରହ କରିଛି।

ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଆଇପିଏଲ୍‌ର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ଲକ୍ଷ୍ନୌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Share