Categories: ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି: ପ୍ରଥମେ ବ୍ୟାଟିଂ କରିବ…

ବେଙ୍ଗାଲୁରୁ,୧୦।୪: ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଆଇପିଏଲ୍‌ର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଆରସିବି ବ୍ୟାଟିଂ କରିବ। ଅନ୍ୟପଟେ ଲକ୍ଷ୍ନୌର ଅଧିନାୟକ କେଏଲ୍‌ ରାହୁଲ ଦଳରେ ଏକ ପରିବର୍ତ୍ତନ କରିଛନ୍ତି। ଏହି ମ୍ୟାଚର ଫ୍ଲେଇଙ୍ଗ୍‌ ଇଲେଭେନ୍‌ରେ ଦଳରେ ମାର୍କ ଉଡ୍‌ ଫେରିଛନ୍ତି।

Share