Categories: ଖେଳ

ଆଜି ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ଲକ୍ଷ୍ନୌ,୭।୪: ଆଇପିଏଲ ସିରିଜ ୧୬ର ଦଶମ ମ୍ୟାଚ୍‌ ବୁଧବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌(ଏଲ୍‌ଏସ୍‌ଜି) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌)ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯିବ। ଚଳିତ ଆଇପିଏଲ୍‌ରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଜିତିବା ପାଇଁ ଲକ୍ଷ୍ୟ ରଖିଛି।

ସନ୍‌ରାଇଜର୍ସ ହାଇଦ୍ରାବାଦ: ଏଦେନ ମାରକ୍ରମ (ଅଧିନାୟକ), ଭୁବନେଶ୍ବର କୁମାର, ଅବଦୁଲ ସାମଦ, ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ଅମୋଲପ୍ରୀତ ସିଂହ, ହାରି ବ୍ରୁକ, ମୟଙ୍କ ଡଗର, ଫଜଲହକ ଫାରୁକି, ଅକିଲ ହୁସେନ, କାର୍ତ୍ତିକ ତ୍ୟାଗୀ, ହେନରିକ କ୍ଲାସେଁ, ମୟଙ୍କ ମାର୍କଣ୍ଡେ, ଟି ନଟରାଜନ, ନୀତୀଶ କୁମାର ରେଡ୍ଡୀ, ଗ୍ଲେନ ଫିଲିପ୍ସ, ଅଦିଲ ରସିଦ, ସାନବୀର ସିଂହ, ରାହୁଲ ତ୍ରିପାଠୀ, ଉମ୍ରାନ ମଲ୍ଲିକ, ବିଭ୍ରାନ୍ତ ଶର୍ମା, ସମର୍ଥ ବ୍ୟାସ, ୱାସିଂଟନ ସୁନ୍ଦର, ଉପେନ୍ଦ୍ର ଯାଦବ, ମାର୍କୋ ଜାନସେନ।

ଲକ୍ଷ୍ନେ ସୁପର ଜାଏଣ୍ଟସ: କେଏଲ ରାହୁଲ (ଅଧିନାୟକ), କାଇଲ ମେୟର୍ସ, ଦୀପକ ହୁ କୃନାଲ ପାଣ୍ଡ୍ୟା, ଅମିତ ମିଶ୍ରା, ନିକୋଲାସ ପୂରନ, ନବୀନ ଉଲ ହକ, ଆୟୁଷ ବାଦୋନି, ଆୱେସ ଖାନ, କରନ ଶର୍ମା, ଯୁଦ୍ଧବୀର ଚରକ, ୟାଶ ଠାକୁର, ରୋମାରିଓ ସେଫର୍ଡ, ମାର୍କ ଉଡ, ସ୍ବପ୍ନିଲ ସିଂହ, ମନନ ଭୋରା, ଡାନିଏଲ ସାମ୍ସ, ପ୍ରେରକ ମଙ୍କ କୃଷ୍ଣାପ୍ପା ଗେତମ, ଜୟଦେବ ଉନାଦକଟ, ମାର୍କସ ଷ୍ଟୋଇନିସ, ରବି ବିଷ୍ଣୋଇ, ମୟଙ୍କ ଯାଦବ।

Share