Categories: ଖେଳ

ଅବଶିଷ୍ଟ ଆଶେସରୁ ବାଦ୍‌ ପଡ଼ିଲେ ଲିଅନ

ଲଣ୍ଡନ,୪ା୭ (ପି.ଟି.): ଡାହାଣ ପେଣ୍ଡାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆର ପ୍ରମୁଖ ସ୍ପିନର ନାଥାନ ଲିଅନ୍‌ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଆଶେସ ସିରିଜରୁ ବାଦ୍‌ ପଡ଼ିଛନ୍ତି। ରବିବାର ଶେଷ ହୋଇଥିବା ଦ୍ୱିତୀୟ ଆଶେସ ଟେଷ୍ଟର ଦ୍ୱିତୀୟ ଦିବସରେ ଫିଲ୍ଡିଂ କରୁଥିବା ଏହି ୩୬ବର୍ଷୀୟ ଅଫ୍‌ ସ୍ପିନର ଆଘାତପ୍ରାପ୍ତ ହୋଇଥିଲେ। ଅଷ୍ଟ୍ରେଲିଆ ପାଇଁ ଏହା ତାଙ୍କର କ୍ରମାଗତ ୧୦୦ତମ ଟେଷ୍ଟ ମ୍ୟାଚ।

Share