Categories: ଜାତୀୟ

ସେନଥିଲଙ୍କୁ ମାଦ୍ରାସ ହାଇକୋର୍ଟରୁ ଝଟକା

ଚେନ୍ନାଇ,୧୪।୭: ଚାକିରି ବଦଳରେ ଟଙ୍କା ନେଇଥିବା ଘୋଟାଲାରେ ଡିଏମକେ ମନ୍ତ୍ରୀ ସେନଥିଲ ବାଲାଜୀଙ୍କୁ ମାଦ୍ରାସ ହାଇକୋର୍ଟରୁ ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ ସେନଥିଲଙ୍କୁ ଇଡି ଦ୍ୱାରା ଗିରଫଦାରୀକୁ ସମର୍ଥନ କରିଛନ୍ତି। ଏଥିସହ ତାଙ୍କୁ ତଳ କୋର୍ଟ ଦ୍ୱାରା ନିର୍ଦ୍ଦେଶ ହୋଇଥିବା ନ୍ୟାୟିକ ହେପାଜତକୁ ନେବାକୁ ମଧ୍ୟ ସମର୍ଥନ କରିଛନ୍ତି।

Share