ଭାନୁଅତୁରେ ଭୂକମ୍ପ

ପୋର୍ଟ ଭିଲା,୮ ।୧: ଭାନୁଅତୁରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ପୋର୍ଟ ଓଲରି ଉପକୂଳ ରହିଥିଲା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିଲା । ପ୍ରଶାନ୍ତ ମହାସାଗର ନିକଟରେ ଥିବା ଏହି ଅଞ୍ଚଳ ଭୂକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ ।

Share