Categories: ଜାତୀୟ

ପୁନେରେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି

ପୁନେ,୨୧।୭: ଟମାଟୋ ଦାମ୍‌ ବଜାରରେ ହୁ ହୁ ହୋଇ ବଢୁଥିବାବେଳେ ମହାରାଷ୍ଟ୍ରର ପୁନେରେ ଜଣେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୃଷକ ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚୋରି ଯୋଗୁଁ ତାଙ୍କର ୨୦,୦୦୦ଟଙ୍କା କ୍ଷତି ହୋଇଥିବା ପୋଲିସକୁ କହିଛନ୍ତି।

Share