Posted inଜାତୀୟ

ମହାରାଷ୍ଟ୍ର ନିର୍ବାଚନ: ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଜିତ ପାଓ୍ବାର ଦେଲେ ବଡ଼ ବୟାନ

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସେପଟେ, ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସିଏମ ଚେହେରାକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଧାୟକ ନିର୍ବାଚିତ ହେବେ ସେ ନିଷ୍ପତ୍ତି ନେବେ କିଏ ମୁଖ୍ୟମନ୍ତ୍ରୀ ହେବେ।

ଅଜିତ ପାୱାର ଆହୁରି କହିଛନ୍ତି, ଆମେ କାମ କରିଛୁ। ଭବିଷ୍ୟତରେ ମଧ୍ୟ କାର୍ଯ୍ୟ ଜାରି ରଖିବୁ। ମହାୟୂତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ନିର୍ବାଚନରେ ଜିତିବ।

ବିନୋଦ ତାୱଡେଙ୍କ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଲୋକ ସଭା ସମୟରେ ମଧ୍ୟ ଆମ ପରିବାର ସଦସ୍ୟ ପରସ୍ପର ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଏବଂ ସମସ୍ତେ ଏହା ଦେଖିଛନ୍ତି। ମୁଁ ବାରାମତିିରେ ସମସ୍ତଙ୍କୁ ଭେଟିବାକୁ ଚେଷ୍ଟା କଲି। ମୁଁ ଆଶା କରୁଛି। ବାରାମତିିର ଲୋକମାନେ ମୋତେ ବିଜୟୀ କରିବେ ଏବଂ ଏ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ଭିତରେ ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଖବର, ମହାରାଷ୍ଟ୍ର-ଝାଡଖଣ୍ଡରେ…

ନୂଆଦିଲ୍ଲୀ,୨୦।୧୧: ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଅପଡେଟ୍‌। ଏବେ ନ୍ୟୁଜ ଚ୍ୟାନେଲ ନୁହେଁ ୟୁଟ୍ୟୁବରେ ପ୍ରସାରିତ ହେବ ବୁଥ୍‌ ବାହୁଡା ମତ। ଏନେଇ ଆସିଛି ବଡ଼...

ମହାରାଷ୍ଟ୍ରରେ କିଏ ଗଢିବ ସରକାର, କହିଦେଲେ…

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ସମୟରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ତଥା ସାକୋଲିର ଦଳର ପ୍ରାର୍ଥୀ ନାନା ପାଟୋଲେ...

ମହାରାଷ୍ଟ୍ର-ଝାଡଖଣ୍ଡରେ କିଏ ମାରିବ ବାଜି, ଏକଜିଟ ପୋଲ୍‌ ପୂର୍ବରୁ ବଡ଼ ଓଲଟପାଲଟ!

ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଶେଷ ପର୍ଯ୍ୟାୟର ମତଦାନ ଜାରି ରହିଛି। ମହାରାଷ୍ଟ୍ରରେ ଯେତେବେଳେ ଲୋକମାନେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ଟି ଆସନରେ ନିଜର ମତଦାନ...

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟଗ୍ରହଣ ଆରମ୍ଭ

ପୁଣେ,୨୦।୧୨:ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍‌ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ...

‘ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ବ୍ୟବହାର ଭାଷାଗତ ସ୍ବେଚ୍ଛାଚାରିତା’

ଚେନ୍ନାଇ,୨୦ା୧୧(ପି.ଟି.):ଭାରତର ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ଭାଷା ବ୍ୟବହାରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏହା କେନ୍ଦ୍ରର...

ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ

ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର...

ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା

ନୂଆଦିଲ୍ଲୀ, ୨୦।୧୧: ଭାରତ ସରକାର ଓ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ସୋମବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ...

ବିଷାକ୍ତ କୁହୁଡ଼ିରେ ଦିଲ୍ଲୀ ଅଣନିଃଶ୍ୱାସୀ

ନୂଆଦିଲ୍ଲୀ ,୨୦ା୧୧: ଦିଲ୍ଲୀକୁ କ୍ରମାଗତ ୩ ଦିନ ହେଲା ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ପ୍ରଦୂଷଣ ଅତ୍ୟନ୍ତ ସାଂଘାତିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri